ବାଲି ହେଉଛି ଏହି ବ୍ୟକ୍ତିଙ୍କର ଦୈନନ୍ଦିନ ଖାଦ୍ୟ…
ବାଲି ଖାଇ ବିତିଲାଣି ଅଧା ବୟସ । ଚର୍ଚ୍ଚାରେ ୬୮ ବର୍ଷୀୟ ଉତ୍ତରପ୍ରଦେଶର ହରିଲାଲ । ହରିଲାଲଙ୍କ ଖାଦ୍ୟକୁ ନେଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସାଧାରଣତଃ ଆମେ ଦୈନନ୍ଦିନ ଜୀବନରେ ଫଳ ଜାତୀୟ, ଶସ୍ୟ ଜାତୀୟ କିମ୍ବା ତନ୍ତୁ ଜାତୀୟ ଖାଦ୍ୟ ଖାଇଥାଉ । ହେଲେ ହରିଲାଲଙ୍କ ଖାଦ୍ୟ କିନ୍ତୁ ଭିନ୍ନ । ସେ ଖାଆନ୍ତି ମୁଠାମୁଠା ବାଲି । ଏବେ ସେ ଗଂଜାମ ଜିଲ୍ଲାରେ ବାଲିଖିଆ ମଣିଷ ଭାବେ ପରିଚିତ । ଅଦ୍ଭୁତ […]