ଓଡିଶା

ଓଡମାର ଗଣ, ଗଣତନ୍ତ୍ର ଓ ଗଣମାଧ୍ୟମ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନାଚକ୍ର…

ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ଚତୁର୍ଥ ବାର୍ଷିକ ସମ୍ମିଳନୀ ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ, ଦେଶ ତଥା ବିଦେଶରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ, ସମ୍ଭକାର, ରାଜନୈତିକ ସମୀକ୍ଷକ ଶ୍ରୀ ଶ୍ରୀରାମ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗଣ, ଗଣତନ୍ତ୍ର ଓ ଗଣମାଧ୍ୟମ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିସହ ସମ୍ମାନିତ ଅତିଥି ଭାବେ […]

ଓଡିଶା

ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା…

ଭୁବନେଶ୍ୱରସ୍ଥିତ ସାମ୍ବାଦିକ ଭବନ ପରିସରରେ ରାଜ୍ୟ ଡିଜିଟାଲ ମିଡିଆ ଆସୋସିଏସନର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅବକ୍ଷୟମୁଖୀ ଗଣମାଧ୍ୟମ ଶୀର୍ଷକ ଉପରେ ଆଲୋଚନା ଚକ୍ରର ଆୟୋଜିତ ହୋଇଯାଇଛି । ଏଥିରେ ସମାଜସେବୀ ଡକ୍ଟର ବିଶ୍ଵନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ସାମ୍ବାଦିକ ଅକ୍ଷୟ ସାହୁ, ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ପଣ୍ଡା, ନୀଳମଣି ସାହୁ, […]

ଓଡିଶା

ଡିଜିଟାଲ ମିଡ଼ିଆର ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କନ୍ଧମାଳ, (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହୁକୁମା ଗାନ୍ଧୀସ୍ମୁତି ସଭାଗୃହରେ କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ସଭାପତି କ୍ଷିତୀଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ରଦନ କହଁର, ସମ୍ନାନିତ ଅତିଥି ଭାବେ ଅରୂପ ଜେନା, ସୁନୀଲ ପଟନାୟକ, ଅଶୋକ ପରିଡ଼ା, ତୁଷାରକାନ୍ତ ପଟନାୟକ ସଭାପତି ଓଡ଼ିଶା ଡିଜିଟାଲ ମିଡ଼ିଆ ଭୁବନେଶ୍ୱର, ରାଜକିଶୋର ସ୍ୱାଇଁ ଜେନେରାଲ ସେକ୍ରେଟାରୀ କଳିଙ୍ଗ ୟୁନିୟନ […]