ଓଡିଶା

ବିଜୁ ଯୁବବାହିନୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କଲେ ବରିଷ୍ଠ ନେତା…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପରେ ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, […]

ଓଡିଶା

ଧାରଣାରେ ଶିକ୍ଷକ…

ଗଜପତି : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଷାଣୀ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକମାନେ ଧାରଣା ଦେଇଛନ୍ତି । ରାଜ୍ୟ ସଙ୍ଘ ଓ ଜିଲ୍ଲା ସଙ୍ଘର ନିର୍ଦ୍ଦେଶ କ୍ରମେ ତିନି ଦଫା ଦାବି ନେଇ ବ୍ଳକରେ ଧାରଣା ଦେଇଛନ୍ତି ଶତାଧିତ ଶିକ୍ଷକ-ଶିକ୍ଷୟତ୍ରୀ । ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ଜାତୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନସନ ଯୋଜନା ଉଚ୍ଛେଦ […]

ଓଡିଶା

ତେଜୁଛି ଶିକ୍ଷକ ଆନ୍ଦୋଳନ । ଏପଟେ ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟରେ ଯୋଗ ଦିଅ …

ଜଗତସିଂହପୁର : ଗୋଟେପଟେ ରାଜ୍ୟବ୍ୟାପୀ ଶିକ୍ଷକମାନେ ସମୂହ ଛୁଟିରେ ରହି ନିଜର ନ୍ୟାର୍ଯ ଦାବି ପାଇଁ ଲଢେଇ ଜାରି ରଖିଥିବାବେଳେ ଅପରପକ୍ଷେ ଆନ୍ଦୋଳନକୁ ପରିତ୍ୟାଗ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୩ ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୮ ତାରିଖରୁ ଧାରଣା ଦେଇଛନ୍ତି ଶିକ୍ଷକ-ଶିକ୍ଷୟତ୍ରୀ । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, […]

ଓଡିଶା

ତେଜିଲା ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବି । ଆସନ୍ତା ୧୬ ତାରିଖରେ ହେବ ବିଶାଳ ଜନସମାବେଶ…

ନୀଳଗିରି : ତେଜିଲା ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବି । ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡକୁ ତଥା ନୀଳଗିରି ଗଡ଼ଜାତ ରାଜ୍ୟକୁ ଜିଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଛି । ଏପରିକି ଏ ନେଇ ଆସନ୍ତା ଶନିବାର ଅର୍ଥାତ୍ ୧୬ ତାରିଖରେ ଦିନ ଏକ ବିରାଟ ଜନ ସମାବେଶ ହେବାକୁ ଯାଉଛି । ୧୯୪୭ ମସିହାରେ ଅଖଣ୍ଡ ଭାରତ ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିନାମାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲାର […]

ଓଡିଶା

ବିକାଶର ନଗ୍ନ ଚିତ୍ର । ୨୩ ବର୍ଷର ସ୍ଥାୟୀ ସରକାର ବି ଫେଲ୍ । ପୁଣି ବିଜେଡିକୁ କି ଭରଷା…

କୋଟପାଡ଼ : ରାଜ୍ୟ ସରକାର ଗାଁ ଗାଁର ବିକାଶର ନାରା ଦେଇ ଏଥି ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି । ଏହା ସହିତ ବିକାଶର ଶ୍ରେୟ ନେବା ପାଇଁ ଡିଣ୍ଡିମ ମଧ୍ୟ ପିଟୁଛନ୍ତି । କିନ୍ତୁ ଏହି ରିପୋର୍ଟ ବାବଦରେ ଜାଣିବା ପରେ ସରକାରଙ୍କର ୨୩ ବର୍ଷର ଶାସନ ବ୍ୟବସ୍ଥାର ଅସଲ ମୁଖା ଆପଣଙ୍କ ସମ୍ମୁଖରେ ଆସିବ । ଏ ସ୍ଥାନ କୈଣସି ଦୁର୍ଗମ ଅଞ୍ଚଳର ନୁହେଁ । ଏହା ହେଉଛି କୋଟପାଡ଼ ବ୍ଲକ […]

ଓଡିଶା

ରାଜ୍ୟ ସରକାରଙ୍କ ପ୍ରଶ୍ନ ପଚାରୁଛି ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଙ୍ଘ । ଶିକ୍ଷାଦାନର ମୂଲ୍ୟ କ’ଣ ୪୭୬୦ ଟଙ୍କା…

ଭୁବନେଶ୍ଵର : ତିନି ଦଫା ଦାବି ନେଇ ଲୋୟର ପିଏମଜିରେ ଗର୍ଜିଲେ ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ । ଦୀର୍ଘ ୧୩ ବର୍ଷର ଅଭିଜ୍ଞତା ଦୃଷ୍ଟିରୁ ସରକାର ଷ୍ଟିମ୍ ପରିବର୍ତ୍ତନ କରି ରାଜ୍ୟ ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବା, ଗୋଟିଏ ଦିନର ଛଟେଇକୁ ବନ୍ଦ କରିବା ଏବଂ ସରକାରୀ କର୍ମରୀମାନଙ୍କ ବେତନ ହାରରେ ଦରମା ପ୍ରଦାନ କରିବା ଆଦି ଦାବିରେ ଗଣଧାରଣା ଦେଇଛନ୍ତି ଭିନ୍ନକ୍ଷମ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ । ଓଡ଼ିଶାର […]

ଓଡିଶା

୧୨ ଦଫା ଦାବି ନେଇ ଆନ୍ଦୋଳନ କଲା ସରପଞ୍ଚ ସଂଘ…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ୧୨ ଦଫା ଦାବି ପୂରଣ ନେଇ ଗଜପତି ଜିଲ୍ଲା ସରପଞ୍ଚ ସଂଘର ସଭାପତିଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଜିଲ୍ଲାର ୭ ଟି ବ୍ଲକର ସରପଞ୍ଚ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ସଂଘର ପକ୍ଷରୁ ଏକ ୧୨ ଦଫା ଦାବି ସମ୍ବଳିତ ଦାବିପତ୍ର  ଜିଲ୍ଲା ପ୍ରଶାସନ ଜରିଆରେ […]

ଓଡିଶା

ଶିକ୍ଷକ-ସରକାରଙ୍କ ଲଢେଇରେ ପେଶି ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…

କୋଟପାଡ଼ : ସର୍ବବର୍ଗ ପ୍ରାଥମିକ ଶିକ୍ଷକ ସଙ୍ଘ ଓଡିଶାର ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ତାଲା ପଡିଛି । ରାଜ୍ୟ ସରକାର ଗୁରୁଦିବସ ଦିନ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ପୂରଣ ହୋଇପାରିନି l ଏ ନେଇ ସେପ୍ଟେମ୍ବର ୮ ତାରିଖରୁ ରାଜ୍ୟବ୍ୟାପୀ ତାଲା ବନ୍ଦ ଆନ୍ଦାଳନ ଜାରି ରହିଥିବା ବେଳେ କୋଟପାଡ଼ ବ୍ଲକ ସର୍ବବର୍ଗ ଶିକ୍ଷକ ସଙ୍ଘ ପକ୍ଷରୁ ମଧ୍ୟ ତାଲାବନ୍ଦ ଆନ୍ଦଳନ ଦେଖିବାକୁ ମିଳିଛି […]

ଓଡିଶା

ଧାରଣାରେ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି…

କୋରାପୁଟ : କେରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକଶିକ୍ଷୟିତ୍ରୀମାନେ ୩ ଦଫା ଦାବି ନେଇ ସମୁହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଶିକ୍ଷକଙ୍କ ଏହି ଧାରଣା କାରଣରୁ ୯୦ରୁ ଅଧିକ ସ୍କୁଲରେ ତାଲା ଝୁଲିବା ସହ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ସେପଟେ ସୋମବାର ଦିନଠାରୁ ମଧ୍ୟ ମଧ୍ୟାହ୍ନ ଭୋଜନ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ଶିକ୍ଷକଶିକ୍ଷୟିତ୍ରୀ କହିଛନ୍ତି । ଫଳରେ […]

ଓଡିଶା

ଢେଙ୍କାନାଳରେ ସକ୍ରିୟ ହେଉଛି ଆମ୍ ଆଦମୀ ପାର୍ଟି…

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଓ କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ଏ ନେଇ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲରେ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ସକ୍ରିୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ଜିଲ୍ଲାର ଅବହେଳିତ ଶିକ୍ଷା, ବିପର୍ଯ୍ୟସ୍ତ […]