ଲତିକା ପ୍ରଧାନଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ନିକଟତର ହେଉଛନ୍ତି ନେତା…
ବେଗୁନିଆପଡା : ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜଗତେଶ୍ୱର ମନ୍ଦିର ଉନ୍ନତିକରଣ, ଓଁ ଶାନ୍ତି ପ୍ରାଥନା ଗୃହ, କୁମୁଟି କୋଠଘର, ଗୁଣ୍ଡିଚା ମନ୍ଦିରର ପୁନଃରୁଦ୍ଧାର, ଚଣ୍ଡପଲି କଲ୍ୟାଣ ମଣ୍ଡପ କାର୍ଯ୍ୟର ଶିଳାନ୍ୟାସ ସହ ସାଙ୍କୁଡ଼ାରେ ବ୍ୟୟାମଶାଳାର ଶୁଭ ଉଦଘାଟନ କରିଥିଲେ ବିଧାୟିକା […]