ଓଡିଶା

ହୋମଗାର୍ଡଙ୍କୁ ଅଣଦେଖା କରୁଛନ୍ତି ଓଡିଶା ସରକାର…

ତେଲେଙ୍ଗାନା, ୧/୧୨ : ଓଡ଼ିଶାର କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ବାଲେଶ୍ୱର ଏପରିକି ବିଭିନ୍ନ ଜିଲ୍ଲାରୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ହୋମଗାର୍ଡ କର୍ମଚାରୀମାନଙ୍କୁ ତେଲେଙ୍ଗାନା ଇଲେକ୍ସନ ଡ୍ୟୁଟିରେ ମୁତୟନ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଥିବା କହିଛନ୍ତି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତା । ଓଡ଼ିଶାର ହୋମଗାର୍ଡ କର୍ମଚାରୀଙ୍କୁ ବିଭିନ୍ନ ରାଜ୍ୟରେ ଇଲେକ୍ସନ ଡ୍ୟୁଟିରେ ମୁତୟନ କରାଯାଉଛି କିନ୍ତୁ ଅନ୍ୟ ରାଜ୍ୟ ସରକାରଙ୍କ ଭଳି ଓଡ଼ିଶା ସରକାର […]

Uncategorized

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ଗଜପତି, ୨୯/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଖର୍ସଡ଼ା ଗ୍ରାମ ପଂଚାୟତ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ୍. କୁମାର ପ୍ରମୁଖ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗ ଦେଇଥିଲେ । ଖର୍ସଡ଼ା ସମେତ ବାଗସାଲ, ମଧୁସୂଦନପୁର, ଉପଲଡା ଓ […]

ଓଡିଶା

ଓଡାପଡା ତହସିଲରେ ବାଡ ଖାଉଛି ଫସଲ । ଆଖି ଦେଖୁଛି ଗୋଟେ ତଥ୍ୟ, କାଗଜ କଲମରେ ଭିନ୍ନ ତଥ୍ୟ…

ଓଡାପଡା, ୨୯/୧୧ (ଗୋପବନ୍ଧୁ ବାରିକ) : ଓଡାପଡା ତହସିଲିରେ କାଗଜ କଲମରେ ହଡ଼ପ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଲଘୁଖଣିଜ । ଏହାର ଦସ୍ତାବିଜ୍ ଏବେ ହସ୍ତଗତ ହୋଇଛି । ଦସ୍ତାବିଜ୍ ପରେ ପଦାରେ ପଡିଛି ଓଡାପଡା ପ୍ରଶାସନିକ ଗୁମର କଥା । କିଛିଦିନ ତଳେ ଓଡାପଡା ପଂଚାୟତ ସମିତି ମହାବିଦ୍ୟାଳୟ ଦକ୍ଷିଣ ପାର୍ଶ୍ୱରେ ଥିବା ପାହାଡ଼ କିପରି ନିଜର ସୁରକ୍ଷା ପାଇଁ ହକ ମାଗୁଛି ସେ ନେଇ ଖବର ପ୍ରସାରଣ ହୋଇଥିଲା । ଅର୍ଥପିପାସୁ ମଣିଷମାନେ […]

ଓଡିଶା

ଜଟଣୀରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛି ବିଜେପି

ଜଟଣୀ, ୨୬/୧୧ (ପ୍ରଶାନ୍ତ କୁମାର ସାହୁ) : ରାଜ୍ୟ ସରକାରଙ୍କ ୨୩ ବର୍ଷର ଦୁର୍ନୀତିକୁ ନେଇ ରାଜ୍ୟବ୍ୟାପୀ ଜନଆକ୍ରୋଶ ଆନେ୍ଦାଳନ ଜାରି ରଖିଛି ବିଜେପି । ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି ,ରାସନ କାର୍ଡ ଦୁର୍ନୀତି, ରାସ୍ତାଘାଟର ସମସ୍ୟା, ପାନୀୟ ଜଳ ସମସ୍ୟା ସହିତ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି । ଓଡିଶାରେ ଚାଲିଥିବା ଦୁର୍ନୀତିଖୋର, ଭ୍ରଷ୍ଟାଚାର ଓ କେଳେଙ୍କାରୀ ସରକାରଙ୍କୁ ପରିବର୍ତନ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଟଣୀ ବ୍ଲକ ଘେରାଉ […]

ଓଡିଶା

ସରକାରଙ୍କୁ ଅନୁରୋଧ; ମୋରାଙ୍କ ଦୁଃଖ ଟିକେ ବୁଝନ୍ତୁ…

ଢେଙ୍କାନାଳ, ୨୬/୧୧ (ସୁଜିତ୍ କୁମାର ବେହେରା) : କଥାରେ ଅଛି ଅରକ୍ଷିତକୁ ଦଇବ ସାହା । ଦିନଥିଲା ପୁଅ, ବୋହୂ, ନାତିମାନଙ୍କୁ ଧରି ବେଶ୍ ଖୁସିରେ ଦିନ ବିତିଯାଉଥିଲା । ହେଲେ ହସଖୁସିର ସଂସାର ଭିତରେ ସତେ ଯେମିତି କାହାର ନଜର ଲାଗିଗଲା । ବୋଝ ଉପରେ ଲଳିତା ବିଡା ପରି ମୁଣ୍ଡ ଉପରେ ଦୁଃଖର ପାହାଡ଼ କିଏ ଲଦି ଦେଇଗଲା । ଏଭଳି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା […]

ଓଡିଶା

ହିନ୍ଦୋଳ ମହାବିଦ୍ୟାଳୟରେ ୭୫ ତମ ଏନ୍ ସି ସି ଦିବସ ପାଳିତ

ହିନ୍ଦୋଳ, ୨୩/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟାସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ପରିସରରେ ୭୫ ତମ ଏନ୍ ସି ସି ଦିବସ ଅନୁଷ୍ଠିତ ହୋଇଛି । ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥିଭାବେ ହିନ୍ଦୋଳ ଏସ୍.ଡ଼ି.ପି.ଓ ଦୀପକ ରଂଜନ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏନ୍ ସି ସି ପତାକା ଉତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ମାର୍ଗରେ […]

ଓଡିଶା

ଛତୁ ଚାଷ କରି ସ୍ୱାବଲମ୍ବୀ ହେବେ ମହିଳା

ଗଜପତି, ୨୩/୧୧ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟର ନୂତନ କନଫେରାନ୍ସ ହଲରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିଦେ୍ର୍ଦଶକ ସୁଶାନ୍ତ ରଞ୍ଜନ ଦାଶ, ଡି.ଆଇ.ସି ମ୍ୟାନେଜର ସୁନା ରାମ ସିଂ, ଜଳ ଛାୟା ପ୍ରକଳ୍ପ ନିଦେ୍ର୍ଦଶକ ସୁରେଶ କୁମାର ପଟ୍ଟନାୟକ, ଓଏଲ୍ଏମ୍ ର ଡି ପି ଏମ୍, ସହକାରୀ ଉଦ୍ୟାନ କୃଷି ଉପ […]

ଓଡିଶା

ଦୁର୍ନୀତିକୁ ମୁଦ୍ଦା କରି ବେଗୁନିଆପଡା ବ୍ଲକ ଘେରାଉ କଲା ବିଜେପି

ବେଗୁନିଆପଡା, ୨୨/୧୧ (ବାପୁନି କୁମାର ମାଲୁ) : ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ରାଜ୍ୟର ସମସ୍ତ ବ୍ଲକରେ ବିଜେପି ପକ୍ଷରୁ ଘେରାଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମଧ୍ୟ ବିଜେପି ପକ୍ଷରୁ ଘେରାଉ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ପିସି କାରବାର, ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ […]

ଓଡିଶା

ଜାତୀୟ ଶିକ୍ଷାନୀତି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…

ଗଜପତି, ୧୯/୧୧ (ବିବେକାନନ୍ଦ ବେହେରା):  ଗଜପତି ଜିଲ୍ଲା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି (NEP- 2020)ରେ ପ୍ରସ୍ତାବିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FOUNDATIONAL LITERACY AND NUMERACY) ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଚିକିତ୍ସାଳୟର ଚକ୍ଷୁ ସହଯୋଗୀ ଜନ୍ମେଜୟ ସାହୁ, ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ସଂକୁଳ ପ୍ରମୁଖ ରାଜେନ୍ଦ୍ର ପଢିଆରୀ, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା […]

ଓଡିଶା

ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ…

କୋଟପାଡ଼, ୧୯/୧୧ (ସୁନୀଲ ଦାଶ) : କୋଟପାଡ଼ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିଚାଳନା ସଭାପତି ସୁରେଶ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ହେମଲତା ଆଚାର୍ଯ୍ୟଙ୍କ ତତ୍ବାବଧାନରେ ଯୁକ୍ତତିନି ନୋଡାଲ ଅଫିସର ଆକାଶ କୁମାର ପତି ଓ ଯୁକ୍ତଦୁଇ […]