ଓଡିଶା

ବିଜେଡି ଛାଡିବ ଶହେ ୟୁନିଟ୍‌; ବିଜେପି ଆଦୌ ନେବନି ବିଦ୍ୟୁତ୍ ବିଲ୍…

୫ ବର୍ଷ ହେଲା ଶାସନ ବ୍ୟବସ୍ଥାକୁ ହାଇଜାକ୍‌ କରାଯାଇଛି: ସାଂସଦ ଷଡଙ୍ଗୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ନେତା । ଏହି ଅବସରରେ ଅପରାଜିତା କହିଛନ୍ତି ଯେ ଏଥର ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି । ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ବିଜେଡି ନିଜ ନିର୍ବାଚନୀ ଘୋଷଣାପତ୍ରରେ ଆସନ୍ତା ଜୁଲାଇ ମାସରୁ ଉପଭୋକ୍ତାଙ୍କ ନିକଟରୁ ଶହେ ୟୁନିଟ୍‌ […]

ଓଡିଶା

କନିଷିରେ ବିଶାଳ ଜନସଭାକୁ ସମ୍ବୋଧିତ କରୁଛନ୍ତି ନବୀନ…

ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ନବୀନ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । ସଭାରେ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ସହ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିବେ ।  ଏଥିସହ ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।   ଏହାପୂର୍ବରୁ […]

ଓଡିଶା

ବ୍ଲକସ୍ତରୀୟ ଜନଜାତି କ୍ରୀଡା ଓ ସାସ୍କୃତିକ ସମାରୋହ ଉଦଯାପିତ…

ଘସିପୁରା, ୨୧/୧୨ (ସ୍ମୃତି ରଞ୍ଜନ ବିହାରୀ) : କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଦୁଇ ଦିନ ଧରି ରାମଚନ୍ଦ୍ରପୁର ରାମେଶ୍ୱର ମିନିଷ୍ଟାଡିୟମ ଠାରେ ଚାଲିଥିବା ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଓ ସାଂସ୍କୃତିକ ସମାରୋହ ଆଜି ଉଦଯାପିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତାରେ ଘସିପୁରା ବ୍ଲକ ର ୨୨ ଟି ଜନଜାତି ଫୁଟବଲ ଟିମ ଏବଂ ୮ଟି ସାସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ ।ସେଥି ମଧ୍ୟରୁ ଶ୍ରେଷ୍ଠ ଫୁଟବଲ ଟିମ୍ ଭାବେ […]

ଓଡିଶା

ସୁସ୍ଥ ସମାଜରେ ଆଜି ବି ଉଜ୍ଜିବୀତ ନ୍ୟୁନ ମାନସିକତା

ଢେଙ୍କାନାଳ, ୧୪/୧୨ (ସୁଜିତ୍ କୁମାର ବେହେରା) : ବାପା ଚାଲିଗଲେ ପରପାରିକୁ । ଗୋଟିଏ ବୋଲି ପୁଅ, ହେଲେ ସେ ବି ଅନ୍ଧ । ସମାଜର କ୍ରୂର ନିୟମ ଭିତରେ ବାପାଙ୍କ ଶେଷ ଯାତ୍ରା ପାଇଁ ମିଳିଲାନି ଚାରି କାନ୍ଧ । ଆଉ ଅସହାୟ ହୋଇପଡିଥିଲେ ପରିବାର ଲୋକ । ଏହାରି ଭିତରେ ଅସହାୟ ପରିବାର ଲୋକଙ୍କ ନିମନ୍ତେ ଦେବଦୂତ ହୋଇ ଆସିଲା ‘ଜନ ମଙ୍ଗଳ’ ସଂଗଠନ ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୂଆପଡ଼ା […]

ଓଡିଶା

ମଣ୍ଡି ନ ଖୋଲିବାରୁ ଆନ୍ଧ୍ର ବେପାରୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରୁଛନ୍ତ ଚାଷୀ…

ଗଜପତି, ୧୧/୧୨ (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲାରେ ବର୍ତମାନ ଖରିଫ ୠତୁର ଧାନ ଅମଳ ସମୟ ହୋଇଛି । ବାତ୍ୟା ଭୟରେ ଚାଷି ଧାନ ଅମଳ ମେସିନ ଦ୍ୱାରା କରିଛି । ଝିପ ଝିପ ବର୍ଷା ଯୋଗୁଁ ଚାଷୀଙ୍କ କଟା ହୋଇଥିବ । ଧାନ ବିଲରେ ଭିଜି ପଡିଛି । ଆଉ କିଛି ଚାଷି ଧାନ ବିଲରୁ ଆଣି ଖଳାରେ ଗଦା କରିଛି । ମେସିନି ଦ୍ୱାରା ଅମଳ ହୋଇଥିବା ଧାନ ବର୍ତମାନ ମଣ୍ଡି ଖୋଲା […]

ଓଡିଶା

କଟକ ସଦର ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଂଚଳବାସୀ…

ନିଶ୍ଚିନ୍ତକୋଇଲି, ୦୬/୧୨ (ଅଭୟ ଜେନା) : କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଦୀବନ୍ଧ ରାସ୍ତା ତଥା ନଦୀଉପରେ ସ୍ଥାୟୀ ସେତୁ ନିର୍ମାଣ ପାଇଁ ବହୁକୋଟି ଟଙ୍କାର ଅନୁଦାନ ମଂଜୁର ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ ଆନନ୍ଦ ପ୍ରକାଶ ପାଇଛି । ମହାନଦୀ ଉପରେ ସିର୍ଲୋ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୧୪୪କୋଟି ୧୦ଲକ୍ଷ ଟଙ୍କା, ଚିତ୍ରୋତ୍ପଳା ନଦୀ ଉପରେ ବ୍ରାହ୍ମଣଖଣ୍ଡ ସାହୁକ୍ଷେତ ସେତୁ ନିର୍ମାଣ ପାଇଁ ୩୫କୋଟି ୮୨ଲକ୍ଷ ୮୫ହଜାର ଟଙ୍କା, ସେହିପରି ଚିତ୍ରୋତ୍ପଳା […]

ଓଡିଶା

ଜେଲରୁ ବାହାରିପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ…

ଭୁବନେଶ୍ବର : ରାଜଧାନୀର ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବଡ ଆଶ୍ବସ୍ତି । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା ଅର୍ଚ୍ଚନା ନାଗ । ଏହି ମାମଲା ସମଗ୍ର ରାଜ୍ୟର ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିଲା । ସମସ୍ତ […]

ଓଡିଶା

ଆବାସ ଯୋଜନାରେ ୱାର୍କ ଅର୍ଡର୍ ମିଳିଥିଲେ ବି ଅପର୍ଣ୍ଣା ବେହେରାଙ୍କୁ ମିଳୁନି ଅର୍ଥ…

ବୌଦ୍ଧ, ୪/୧୨ (ନି.ପ୍ର.) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଡ଼େଣିଗଡ଼ ପଂଚାୟତ ଅନ୍ତର୍ଗତ ରାଣୀଗଞ୍ଜ ଗ୍ରାମରେ ରହୁଥିବା ଅପର୍ଣ୍ଣା ବେହେରାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆବାସ ଗୃହର ୱାର୍କ ଅର୍ଡର୍ ମିଳିଥିଲେ ମଧ୍ୟ ହରଭଙ୍ଗା ବ୍ଲକ୍ ଗୋଷ୍ଠୀ ଉନୟନ ଅଧିକାରିଣୀ ସ୍ୱପ୍ନିତା ନାୟକ କେଉଁ ସ୍ୱାର୍ଥ୍ୟରେ ଏହାକୁ ଚାପି ରଖିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଧବା ବୃଦ୍ଧ ମହିଳା ଜଣଙ୍କ ଘର ଖଣ୍ଡେ ନ ପାଇ ଥିବାରୁ ସରକାରଙ୍କୁ ଆବେଦନ କରିଥିଲେ […]

ଓଡିଶା

ବାଉଁଶପୋଖରୀ ପଂଚାୟତରେ ଜମୁଛି ମଦର ଆସର..

ଢେଙ୍କାନାଳ, ୪/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାକୁ ନେଇ ବିଶେଷ ଭାବେ ଯୁବଗୋଷ୍ଠୀ କ୍ଷତିଗ୍ରସ୍ତ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ ଆସର ଜମୁଥିବା ଦେଖିବାକୁ ମିଳୁଛି । ଯାହାର କୁପ୍ରଭାବ ଛୋଟ ଛୋଟ ପିଲା ଏବଂ ସର୍ବ ସାଧାରଣରେ ପଡୁଥିବାର ଅଭିଯୋଗ କରିଛନ୍ତି ଅଂଚଳବାସୀ । ଏ ନେଇ ପଂଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମବାସୀ […]

ଓଡିଶା

ହିନ୍ଦୋଳ ଏନ୍ଏସି ପରିଦର୍ଶନ କଲେ ଜାଗାମିଶନ ରାଜ୍ୟ ଉପଦେଷ୍ଟା…

ହିନ୍ଦୋଳ, ୨/୧୨ (ସୁଜିତ୍ କୁମାର ବେହେରା) : ଓଡିଶା ସରକାରଙ୍କ ଜାଗାମିଶନର ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ୱତୀ ମିଶ୍ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ପରିଦର୍ଶନ କରିଛନ୍ତି । ରାଜ୍ୟ ଉପଦେଷ୍ଟା ଶ୍ରୀମତୀ ଶାଶ୍ୱତୀ ମିଶ୍ର ହିନ୍ଦୋଳ ଏନ୍ଏସିରେ ପହଂଚିବା ପରେ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ସମସ୍ତ କାଉନସିଲର, ଦଳୀୟ କାର୍ଯ୍ୟକର୍ତା, କର୍ମଚାରୀ ଓ ଜାଗାମିଶନ ସଭ୍ୟ/ସଭ୍ୟାମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ପରେ ଏନ୍ଏସି ସଭାଗୃହରେ ଅଧ୍ୟକ୍ଷ କେଶବ […]