କାମ କଲାନି ବିଜୁ କଲ୍ୟାଣ କାର୍ଡ । ବିଶ୍ବାସ ରହିଛି ସରକାର ଗରିବଙ୍କ ବନ୍ଧୁ, ନିଶ୍ଚେ ସାହାଯ୍ୟ କରିବେ !
ଉନ୍ନତ ଚିକିତ୍ସା ପାଇଁ ହାତରେ ଅଛି ବିଜୁ କଲ୍ୟାଣ କାର୍ଡ । ହେଲେ କୌଣସି କାମକୁ ନୁହେଁ ଏହି ସ୍ବାସ୍ଥ୍ୟ କାର୍ଡ । ତଥାପି ରହିଛି ସରକାରଙ୍କ ଉପରେ ଆଶା । ଯେ ସରକାର ନିଶ୍ଚେ ସାହାଯ୍ୟ କରିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସନ୍ତୋଷ ପ୍ରଧାନ । ବୟସ ୫୦ ବର୍ଷ । ହିନ୍ଦୋଳ ଏନଏସିର ୧୦ ନଂ ୱାର୍ଡ ଗୁଣ୍ଡିଚା ମଣ୍ଡପ ସାହିରେ ସପରିବାର ରୁହନ୍ତି ସନ୍ତୋଷ । ପରିବାର କହିଲେ ସ୍ତ୍ରୀ […]