ଓଡିଶା

କୋଟପାଡରେ କୁଆପଥର ତାଣ୍ଡବ । ଚିନ୍ତାର ଚାଷୀକୂଳ…

କୋଟପାଡ : ଦାଉ ସାଜିଛି କାଳବୈଶାଖୀ ବର୍ଷା । ଫଳରେ ଚାଷୀକୂଳ ହତାଶ ହୋଇଥିବା ଦେଖିବାକୁ ମିଳିଛି । କାଳବୈଶାଖୀ କାରଣରୁ ଭୀଷଣ କୁଆପଥର ବୃଷ୍ଟି ହେବା ସହ କୋଟପାଡ଼ ତହସିଲ ଅଞ୍ଚଳର ପ୍ରାୟ ୬ ଟି ଗ୍ରାମ ଯଥା ସୌରା କୁହୁଡି, ବାଟ କୁହୁଡି, ବଣ୍ଡାଗୁଡା, ଅମ୍ଳଭାଟା, ଶାରଦଗୁଡା, ଘୁମରରେ ଧlନ ଫସଲ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି  l ଚାଷୀଙ୍କ ଧାନ ମାଟିରେ ମିଶିବା ସହ ଗରିବ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି l କୁଆପଥର […]

ଓଡିଶା

ପିଜୁଳି ଚାଷ କରି ଲକ୍ଷପତି…

ସାଲେପୁର : ଅବସର ପରେ ପିଜୁଳି ଚାଷ କରି ଏବେ ଅର୍ଜୁଛନ୍ତି ଲକ୍ଷାଧିକ ଟଙ୍କା । ସରକାରୀ ଚାକିରୀ କରି ପରିବାର ପୋଷୁଥିଲେ କଟକ ଜିଲ୍ଲା ସୋମପୁର ପଞ୍ଚାୟତ ତେଲଦିଆ ଗ୍ରାମର ନାରାୟଣ ମଲିକ । ଆଉ ଅବସର ପରେ ଘରେ ବସି ରହିବା ତାଙ୍କୁ ଭଲ ଲାଗିନଥିଲା । ଏଥିପାଇଁ ସେ ଆରମ୍ଭ କରିଥିଲେ ଚାଷ କାର୍ଯ୍ୟ । ତେବେ ପାରମ୍ପରିକ ଧାନ ଚାଷ ନ କରି ସେ କିଛି ନୂଆ ଚାଷ କରିବା ଲାଗି […]

ଓଡିଶା

ଚାଷ କରିଛି ସଫଳ ବ୍ୟକ୍ତି…

ସାଲେପୁର : ସଫଳତା ଏକ ଉପହାର ନୁହେଁ । କଠିନ ପରିଶ୍ରମର ଫଳ ହେଉଛି ସଫଳତା । ସଫଳତା ହାସଲ କରିବା ପାଇଁ ନିଜ କର୍ତ୍ତବ୍ୟ ପଥରେ କଠିନ ପରିଶ୍ରମ ଆବଶ୍ୟକ । ଅଦମ୍ୟ ଇଚ୍ଛାଶକ୍ତି ହିଁ ସଫଳତାର ମାପକାଠି । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲାର  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦନପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଶୁକଦେବ ପ୍ରଧାନ । ପ୍ରାୟ ଦୁଇ ଏକର ପରିମିତ ଜମିରେ ସେ ଫଳାଇଛନ୍ତି ସୁନା […]