EDITORIAL Uncategorized ଓଡିଶା ଟ୍ରେଣ୍ଟିଂ

ଓଡିଶାକୁ କେତେ ପ୍ରଭାବିତ କରିବ ଭୂମିକମ୍ପ…

ଭୂମିକମ୍ପ ହେଉଛି ପ୍ରାକୃତିକ ବିପର୍ଯ୍ୟୟ । ଏହାର ସଠିକ୍ ଏବଂ ନିର୍ଭୁଲ୍ ଆକଳନ କରିବା ଏଯାବତ୍ ଶତପ୍ରତିଶତ ସମ୍ଭବ ହୋଇନାହିଁ । ତେବେ ଏ ଦିଗରେ ଅନେକ ଗବେଷଣା ଜାରି ରହିଛି । ଆଗାମୀ ଦିନରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ବିଶେଷ ସହାୟକ ହୋଇପାରିବ ବୋଲି ଆଶା ସଞ୍ଚାର ହୋଇଛି ।  ସେପଟେ ଭାରତୀୟ ବୈଜ୍ଞାନିକମାନେ ଭୂମିକମ୍ପ ପୂର୍ବାନୁମାନ ଲାଗି ମହାରାଷ୍ଟ୍ରର କୋଏନା ରିଜିୟନରେ ଗବେଷଣା ଚଳାଇଛନ୍ତି । ଭୂ-ଗର୍ଭର ୫ରୁ ୭ କିଲୋମିଟର ମଧ୍ୟରେ ଉତ୍ପତି […]

ଓଡିଶା

ଓଡିଶାରେ ସ୍ଲିପର ସେଲ୍ ଆକ୍ଟିଭ୍ !

ଲମ୍ବିଛି ସିମ୍ ବକ୍ସର ବୁଢୀଆଣି ଜାଲ । ପ୍ରଥମେ ଭୁବନେଶ୍ବର । ଆଉ ଏବେ କଟକ । ଆଶଙ୍କା ପୁରା ରାଜ୍ୟ ତଥା ସମଗ୍ର ଦେଶରେ ଲମ୍ବିଛି ଏହି ଲିଙ୍କ୍ । ଖାଲି ରାଜୁ ମଣ୍ଡଳ ନୁହେଁ, ଏହି ସ୍କାନରରେ ଥାଇପାରନ୍ତି ଅନେକ ସ୍ଲିପର ସେଲ୍ । ପୁଲିସ୍ ତଦନ୍ତ ବେଳେ ଘଟଣାରେ ଆଉ ଏକ ନାମ ରହିଛି । ଅସଦୁର୍ ଜମାନ । ବର୍ତ୍ତମାନ ସୁଦ୍ଧା ବାଂଲାଦେଶୀ ନାଗରିକ ଅସଦୁର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଛି । […]

ଓଡିଶା

ଆନ୍ଧ୍ର-ଓଡିଶା ସିମାନ୍ତ ପାରଳାଖେମୁଣ୍ଡିରେ ପନିପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି…

ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ରାଜ୍ୟରେ ପରିବାର ଦରବୃଦ୍ଧି ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ପନିପରିବା ଦରବୃଦ୍ଧି ଏବେ ଖାଉଟି ମୁଣ୍ଡରେ ଚଡ଼କ ପଡ଼ିଲା ପରି ଲାଗୁଛି । ଗତ କିଛିଦିନ ହେଲା ପାରଳାଖେମୁଣ୍ଡିରେ ଟମାଟୋ କିଲୋ ୧୦୦ ରୁ ଅଧିକ ଥିବା ବେଳେ ଅନ୍ୟ ପନିପରିବା ଦର ଆକାଶ ଛୁଆଁ । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର […]

ଓଡିଶା

ନୀଳଗିରି ମାଟି ପାଇଁ ଲଢିବେ ୭ ପ୍ରାର୍ଥୀ…

ନୀଳଗିରି, ୧୬/୫ : ବାଲେଶ୍ବର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ପାଇଁ ସାତ ଜଣ ପ୍ରାର୍ଥୀ ନିଜ ନିଜର  ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀମାନଙ୍କ ସମ୍ମୁଖରେ ନାମାଙ୍କନପତ୍ର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଳିକ ଯାଞ୍ଚ କରିଥିଲେ । ଏହି ଅବସରରେ ସମସ୍ତ କାଗଜପତ୍ର ଠିକ ଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ  ଇଂ ସୁକାନ୍ତ […]

ଓଡିଶା

ଓଡିଶାରେ ଆଜି ପ୍ରଚାର କରିବେ ଶାହା, ନଡ୍ଡା ଏବଂ ରାହୁଲ…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ବିଜେପିର ପ୍ରମୁଖ ନେତା ଗ୍ୟାରେଣ୍ଟି ଦେଉଥିବା ବେଳେ ଦଳର ପ୍ରମୁଖ ନେତାଙ୍କ ତୁହାକୁ ତୁହା ନିର୍ବାଚନୀ ପ୍ରଚାର ରାଜନୈତିକ ଉଷ୍ମତାକୁ ବୃଦ୍ଧି କରିଛି । ଏହି ପରିପ୍ରେକ୍ଷୀରେ ଆଜି  ନିର୍ବାଚନ ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବିଜେପି ରାଷ୍ଟ୍ରୀୟ […]

ଓଡିଶା

ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ଉପରେ ପ୍ରଶ୍ନ; ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଆଇ.ଟି ଇଞ୍ଜିନିୟର…

ଓଡିଆ ସ୍ୱାଭିମାନ, ଅସ୍ମିତା ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଓଡିଆ ଯୁବ ଆଇ.ଟି ଇଞ୍ଜିନିୟର । ନେଦରଲାଣ୍ଡରେ କାର୍ଯ୍ୟରତ ଯୁବ ଆଇ.ଟି ବିଶେଷଜ୍ଞ ଶିବ ପ୍ରଧାନ ଓଡ଼ିଶା ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଅଭିନବ ଭାବରେ ନିଜର ପ୍ରତିବାଦ ଓ କ୍ଷୋଭ ବ୍ୟକ୍ତ ପ୍ରକାଶ କରିଛନ୍ତି । ଓଡ଼ିଆଙ୍କ ସ୍ବାଭିମାନ, ସାମାଜିକ ପରମ୍ପରା, ଚଳଣି, ଭାଷା, କଳା, ସଂସ୍କୃତି ଓ ଅସ୍ମିତାକୁ କଟାକ୍ଷ କରି ଓଡ଼ିଆଙ୍କ ଭାବାବେଗକୁ […]

ଓଡିଶା

୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ…

ଓଡିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ  । ୪ ସଂସଦୀୟ କ୍ଷେତ୍ର ଏବଂ ୨୮ଟି ବିଧାନସଭା ଲାଗି ଜାରି ରହିଛି ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି । ସେହିଭଳି ଗଜପତିରେ ୨୨.୦୨%, କଳାହାଣ୍ଡିରେ ୨୪.୭୯%, କୋରାପୁଟରେ ୨୬.୬୧%, ମାଲକାନିଗିରିରେ ୨୨.୪୩%, ନବରଙ୍ଗପୁରରେ ୨୪.୯୬%, ରାୟଗଡାରେ ୨୧.୮୧% […]

ଓଡିଶା

ବଢୁଛି ପାରଦ । ଅସହ୍ୟ ରାଜ୍ୟବାସୀ…

କଲବଲ କରୁଛି ଅସହ୍ୟ ତାତି । ତାତିରୁ ନିସ୍ତାର ପାଇଁ ରାଜ୍ୟବାସୀ ଆଉଟୁପାଉଟୁ । ଉପକୂଳଠୁ ଆରମ୍ଭ କରି ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶା କେଉଁଠି ହେଲେ ତାତିରୁ ନିସ୍ତାର ନାହିଁ । ଆସନ୍ତା ୨ଦିନ ଭିତରେ ତାପମାତ୍ରା ୪ରୁ ୫ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ରାତି ତାପମାତ୍ରା ମଧ୍ୟ ୨ରୁ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏପରିକି କେତେକ […]

ଓଡିଶା

ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ରୌପ୍ୟ ପଦକ…

ଜଗତସିଂହପୁର, ୧୪ ନଭେମ୍ବର : ଚଳିତବର୍ଷ ୩୩ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଗୋଆରେ ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ଖୋ ଖୋ ଦଳ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ୫ ଜଣ ଖେଳାଳି ଭାଗ ନେଇଥିଲେ । ପୁରୁଷ ଦଳରେ ଦେବେନ୍ଦ୍ର ନାଥ, ନିରଞ୍ଜନ ସାମଲ ଓ ମହିଳା ଦଳରେ ସସ୍ମିତା ନାଥଶର୍ମା, ମଧୁସ୍ମିତା ଓଝା, ସ୍ମରଣିକା ସାହୁ ଅଂଶ ଗ୍ରହଣ କରିଥିଲେ । ଉଭୟ ଦଳ ରନର୍ସ […]

ଓଡିଶା

ଯୁବକମାନଙ୍କ ମହନୀୟତା । ଗଣେଶ ବିସର୍ଜନ ପରେ ରାସ୍ତାକଡରେ ଆହାତଙ୍କୁ ଦେଖି ତୁରନ୍ତ କଲେ ସାହାଯ୍ୟ…

ଭୁବନେଶ୍ବର: ମହାନତା ଦେଖାଇଲେ ସହିଦନଗର ସ୍ଥିତ ମା’ ସନ୍ତୋଷୀ ୟୁଥ କ୍ଲବର ସଦସ୍ୟ । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସହ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇଲେ ୟୁଥ କ୍ଲବର ସଦସ୍ୟ । ସୂଚନା ଅନୁସାରେ, ମା’ ସନ୍ତୋଷୀ ୟୁଥ କ୍ଲବର ଗଣେଶ ପୂଜା ଭଷାଣି ମହୋତ୍ସବ ହୋଇଥିଲା । କ୍ଲବର ସଦସ୍ୟମାନେ କୁଆଖାଇ ନଦୀରେ ମୂର୍ତ୍ତୀ ବିସର୍ଜନ କରି ଫେରିବା ବେଳେ ହାଇଟେକ୍ ଓଭରବ୍ରିଜରେ ଏକ ବାଇକ୍ ଦୁର୍ଘଟଣା ହୋଇଥିବା ଦେଖିବାକୁ […]