ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ ପହଁଚିଲେ ଦର୍ଶକଙ୍କ ଘରେ
ଭୁବନେଶ୍ୱର, ୨୩/୧୧ (ଅଭିଜିତ୍ ସିଂ) : ଦର୍ଶକଙ୍କ ଘରେ ପହଂଚିଲେ ମାନିନୀ ଓ ଏଜେ । ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମୁଖ୍ୟ କଳାକାର ମାନିନୀ ଓ ଏଜେ ସର୍ତାବଳୀ ଅନୁଯାୟୀ, ସସ୍ମିତାଙ୍କ ଘରେ ପହଂଚି ତାଙ୍କୁ ପୁରସ୍କୃତ କରିଛନ୍ତି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ […]