ଓଡିଶା

ଆରମ୍ଭ ହେଲା ଟୁଇନ ସିଟି ବେଂଚ୍ ପ୍ରେସ୍ ଓ ଡେଡଲିଫ୍ଟ ଚାମ୍ପିୟନସିପ୍

ଭୁବନେଶ୍ୱର : ପାୱାରଲିଫଟିଙ୍ଗ ଅସୋସିଏସନ୍ ଖୋର୍ଦ୍ଧା ଦ୍ଵାରା ଆୟୋଜିତ ଟୁଇନ ସିଟି ବେଂଚ୍ ପ୍ରେସ୍ ଓ ଡେଡଲିଫ୍ଟ ଚାମ୍ପିୟନସିପ୍ ପାତ୍ରପଡା ସ୍ଥିତ ୟୁନିକ୍ ଫିଟନେସ୍ ଜିମ୍ ରେ ଆରମ୍ଭ ହୋଇଯାଇଛି । ଏଥିରେ ଅତିଥି ଭାବେ ତପନ କୁମାର ବଳିୟାରସିଂ, ପ୍ରଦୀପ୍ତ ପରିଡ଼ା, ରୁବିନା ପରିଡ଼ା, ସୁଜିତ ବଲଵାନ୍ତରାୟ ଏବଂ ଅନିଲ ପାଟଶାଣୀ ଯୋଗ ଦେଇ କ୍ରୀଡାବିତ୍ତମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଚାମ୍ପିୟନସିପ୍ ରେ ୧୬୭ କ୍ରୀଡାବିତ୍ତ ଭାଗ ନେଇଥିଲେ । ସେମାଙ୍କ ଭିତରୁ ୪୦ଜଣ […]

ଓଡିଶା

ଧାନମଣ୍ଡି ଶୁଭାରମ୍ଭକୁ ନେଇ ଚାରିଆଡେ ଚହଳ

ବେଗୁନିଆପଡା (ବାପୁନି କୁମାର ମାଲୁ): ଗୋଟିଏ ଦିନରେ ଗୋଟିଏ ମଣ୍ଡିର ଦୁଇ ଦୁଇଥର ଶୁଭାରମ୍ଭ ହୋଇଛି । ବିଧାୟିକା ମଣ୍ଡି ଶୁଭାରମ୍ଭ ଉତ୍ସବକୁ ଆସିବାରେ ବିଳମ୍ବ କରିବାରୁ ପ୍ରଥମେ ମଣ୍ଡି ଶୁଭାରମ୍ଭ କରିଥିଲେ ସମବାୟ ସମିତି ସଭାପତି ଏବଂ ଚାଷୀ ନେତା । ମାତ୍ର ପରମୂହୂର୍ତ୍ତରେ ବିଧାୟିକା ଆସିବାରୁ ଆନୁଷ୍ଠାନିକ ଭାବେ ପୁଣି ମଣ୍ଡି ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ସ୍ଥିତ ସେବା ସମବାୟ ସମିତିରେ ଦୁଇ ଦୁଇଥର […]

ଓଡିଶା କଳା ସଂସ୍କୃତି

ଚନ୍ଦ୍ରଗ୍ରହଣ କାରଣରୁ ଭୋରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହା ସହିତ ଆଜି ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ କରାଯାଇଛି ବୋଇତ ବନ୍ଦାଣ । ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆର ବାର୍ଲି, ଜାଭା ଓ ସୁମାତ୍ରାକୁ ବାଣିଜ୍ୟ ପାଇଁ ନୌଯାତ୍ରା କରୁଥିଲେ ।  ଏହି ପରମ୍ପରାକୁ ରୁଦ୍ଧିମନ୍ତ କରିବା ନିମନ୍ତେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରାଯାଇଥାଏ । ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ହିନ୍ଦୁ […]