ଓଡିଶା ମନୋରଞ୍ଜନ

ସ୍ବର୍ଗତଃ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର “କର୍ତ୍ତବ୍ୟ”…

ଭୁବନେଶ୍ବର : ମୁକ୍ତିଲାଭ କଲା ସ୍ବର୍ଗତଃ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର “କର୍ତ୍ତବ୍ୟ” । ଏହି ଚଳଚ୍ଚିତ୍ର କେବଳ ସ୍ବର୍ଗତ ବିଜୟ ମହାନ୍ତିଙ୍କ ଶେଷ ଚଳଚ୍ଚିତ୍ର ନୁହେଁ ନବାଗତ ସ୍ବର୍ଗତ ସତ୍ୟଙ୍କ ମଧ୍ୟ ଏହା ହେଉଛି ଶେଷ ଚଳଚ୍ଚିତ୍ର । ଦୁଃଖର କଥା ଦୁହେଁ ଏହି ଚଳଚ୍ଚିତ୍ରରେ ଓକିଲ ଚରିତ୍ରରେ ଅଭିନୟ କରିଥିଲେ । ତେବେ କରୋନା ହିଁ ଦୁହଁଙ୍କ ଜୀବନରେ ଯବନିକା ପକାଇଥିଲା । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶ୍ରୀ ଜଗନ୍ନାଥ ମୁଭିଜର ପ୍ରଥମ […]

ଓଡିଶା ମନୋରଞ୍ଜନ

ରିଲିଜ୍ ହେବାକୁ ଯାଉଛି ପାୱାର ପ୍ୟାକ୍ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥି’

(ବ୍ୟୁରୋ ରିପୋର୍ଟ): ରହସ୍ୟ ସାଙ୍ଗକୁ ରୋମାଞ୍ଚଭରା କାହାଣୀ, ଆଉ ସହିତ ପ୍ରଜ୍ଞା ଓ ଶଙ୍କରଙ୍କ ସୁପର କମେଡି ଏବଂ ଚୌଧୁରୀ ଜୟପ୍ରକାଶ ଦାସ (ଟିଲୁ ଭାଇନା)ଙ୍କ ଇମୋସନାଲ କ୍ୟାରେକ୍ଟରକୁ ନେଇ ପ୍ରସ୍ତୁତ ହୋଇଛି ଓଡିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥି’ । ଚଳଚ୍ଚିତ୍ରରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ତିନି ତିନିଟି ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ପ୍ରଥମଥର ଲାଗି ପୁନମ୍ ଏକ ଗମ୍ଭୀର ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ସମ୍ବିତ […]

ଓଡିଶା

ଦିନିକିଆ କର୍ମଶାଳାରେ ପିଲାଙ୍କୁ ମିଳିବ ସିନେମା ସମ୍ପର୍କିତ ଜ୍ଞାନ…

ଭୁବନେଶ୍ବରସ୍ଥିତ ଷ୍ଟେଟ୍ ଟ୍ରାଇବାଲ ମ୍ୟୁଜିୟମରେ ଅନୁଷ୍ଠିତ ହେଉଛି ଡିପ୍ଲୋମା ଫିଲ୍ମ ଫେଷ୍ଟିଭାଲ୍ । ଆୟୋଜିତ ଏହି ଦିନିକିଆ ଫିଲ୍ମ ଉତ୍ସବରେ ଓଡିଶା ସରକାରଙ୍କ ଏକମାତ୍ର ଚଳଚ୍ଚିତ୍ର ଅନୁଷ୍ଠାନ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ଆଲୁମୁନାଇ ତରଫରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ପ୍ରସ୍ତୁତ ଶ୍ରେଷ୍ଠ ୧୦ ଟି ଚଳଚିତ୍ର ତଥା: ୧:- ଅସ୍ତରାଗ ୨:- Lost &Found ୩:- ଆମ୍ମା ଲଜ୍ ୪:- ଅର୍ଦ୍ଧ ୫:- ବାପା ୬:- ଭଗବାନଙ୍କ ଡାକଘର ୭:- […]

ଓଡିଶା ମନୋରଞ୍ଜନ

“ଶମ୍ଭୁ”ର ଶୁଭ ମହୁରତ ଅନୁଷ୍ଠିତ

ଭୁବନେଶ୍ବର: ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ”ର ଶୁଭ ମହୁରତ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ବିଭୁତି ଜେନା ନିବେଦିତ ତଥା ମୋହନ କୁମାରଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର “ଶମ୍ଭୁ”ର କାହାଣୀ ଅନୁପମା ଜେନା ଲେଖିଥିବା ବେଳେ ଏହାର ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ । ଏଥିରେ ସଂଗୀତ ନିର୍ଦ୍ଦେଶନା ଦୀପକ କୁମାର ଦେଇଥିବା ବେଳେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ୍ ଦିଲ୍ଲୀପ ପଣ୍ଡା […]

ଓଡିଶା ମନୋରଞ୍ଜନ

ଓଡିଶାରେ ଓଡିଆ ସିନେମା ପାଇଁ ନାହିଁ ହଲ୍

ଓଡିଆ ସିନେମାକୁ ବଞ୍ଚାଇବାକୁ ହେଲେ ଓଡିଶାରେ ବହୁଳ ମାତ୍ରାରେ ହଲର ଆବଶ୍ୟକତା ରହିଛି । ଏହା ସହିତ ମଲ୍ଟିପ୍ଲେକ୍ସର ମନମୁଖୀ ଶାସନ ତଥା ଓଡିଆ ସିନେମା ପ୍ରତି ଥିବା ଉଦାସୀନ ମନୋଭାବ ଚଳିବ ନାହିଁ ବୋଲି କହିଛନ୍ତି ପ୍ରଯୋଜକ । ହାତରେ ପ୍ଲାକାର୍ଡ ଏବଂ ମୁହଁରେ ଅନେକ ପ୍ରଶ୍ନ ନେଇ ରାଜଧାନୀର ରାଜରାସ୍ତକୁ ଓହ୍ଲାଇଛନ୍ତି ଓଡିଶାର ବହୁ ପ୍ରଯୋଜକ । ଓଡିଶାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଅନେକ ଓଡିଆ ସିନେମା ତିଆରି ହେଉଛି । […]

ଓଡିଶା ମନୋରଞ୍ଜନ

ରିଲିଜ୍ ଅପେକ୍ଷାରେ ହରୋର ସାଙ୍ଗକୁ ସଫ୍ଟ ରୋମାଣ୍ଟିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶେଷରାତି’

ଅନାସମିଶ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ପ୍ରଥମ ସିନେମା ‘ଶେଷରାତି’ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ସତ୍ୟ କାହାଣୀ ଆଧାରିତ ଏହି ଚଳଚ୍ଚିତ୍ରରେ ଦର୍ଶକ ହରୋର ସାଙ୍ଗକୁ ସଫ୍ଟ ରୋମାଣ୍ଟିକ ଛୁଙ୍କ ପାଇବେ । ପ୍ରୀତମ ସାହୁଙ୍କଦ୍ୱାରା ପ୍ରସ୍ତୁତ ଭିନ୍ନ ଧରଣର ମୌଳିକ ଓଡିଆ ସିନେମାରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅମରେଶ୍ ପତି । ଏହାର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଶିଶାଙ୍କ ନାୟକ । ଅସାଦ୍ ନିଜାମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ଗାଇଛନ୍ତି […]