ଓଡିଆ କଳାକାରଙ୍କୁ ମିଳିବ ବିଗ୍ ବ୍ରେକ୍…
ଭୁବନେଶ୍ୱର, ୧୧/୧୨ (ଅଭିଜିତ୍ ସିଂ) : ବ୍ରହ୍ମପୁର ନିବାସୀ ସନ୍ତୋଷ କୁମାର ଆଚାର୍ଯ୍ୟ ସିନେମା ଜଗତରେ ବିଜ୍ଞାପନ, ବ୍ରାଣ୍ଡିଂ, କାଷ୍ଟିଂ ଏଜେନ୍ସ ତଥା ଫ୍ୟାସନ ଦୁନିଆରେ ଦେଶୀ ଓ ବିଦେଶୀ ମଡେଲମାନଙ୍କୁ ନେଇ ମୁମ୍ବାଇ, ଚେନ୍ନାଇ ତଥା ବାଙ୍ଗାଲୋରରେ ଅନେକ ଫ୍ୟାସନ୍ ଶୋ କରି ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ବାଙ୍ଗାଲୋରର ରାମିୟା କଲେଜରୁ ହୋଟେଲ ମ୍ୟାନେଜମେଂଟରେ ଡିଗ୍ରୀ ହାସଲ କରି ଦୁବାଇରେ ଏକ ପଂଚତାରକା ହୋଟଚେଲରେ ଚାକିରୀ କରି ସନ୍ତୋଷ ଅନେକ ବଳିଉଡ […]