ଓଡିଶା କଳା ସଂସ୍କୃତି ମନୋରଞ୍ଜନ

ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କଲେ ଓଡିଆ ଚଳଚ୍ଚିତ୍ର ‘ଦମନ୍’ର ଟିମ୍

ଭୁବନେଶ୍ୱର: ପ୍ରଶଂସକଙ୍କ ସହ ବିନ୍ଦୁସାଗରରେ ବୁଡ ପକାଇ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କଲେ ଓଡିଆ ଚଳଚ୍ଚିତ୍ର ‘ଦମନ୍’ର ଟିମ୍ । ଚଳଚ୍ଚିତ୍ରର ମୁଖ୍ୟ ନାୟକ ବାବୁସାନ୍, ଓଲିଉଡର ପ୍ରତିଷ୍ଠିତ କଳାକାର ବବି ମିଶ୍ର, ରବି ମିଶ୍ର, ପିଂଟୁ ନନ୍ଦଙ୍କ ସହ ଅନ୍ୟମାନେ ଶ୍ରାବଣର ପ୍ରଥମ ସୋମବାର ବୋଲ୍ ବମ୍ ଡାକ ଦେଇ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କରିଛନ୍ତି । ସତ୍ୟ କାହାଣୀ ଉପରେ ପର୍ଯ୍ୟବେଶିତ ସିନେମାଟି ମାଲକାନାଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଭୂମିକାକୁ […]

ଓଡିଶା ମନୋରଞ୍ଜନ

ଖୁବଶୀଘ୍ର ପରଦାକୁ ଆସୁଛି ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’

ରିଲିଜ ହେଲା ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ । ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ । ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକଟ ହୋଇଛି । ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ ସହ […]