ରିଲିଜ୍ ହେବାକୁ ଯାଉଛି ପାୱାର ପ୍ୟାକ୍ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥି’
(ବ୍ୟୁରୋ ରିପୋର୍ଟ): ରହସ୍ୟ ସାଙ୍ଗକୁ ରୋମାଞ୍ଚଭରା କାହାଣୀ, ଆଉ ସହିତ ପ୍ରଜ୍ଞା ଓ ଶଙ୍କରଙ୍କ ସୁପର କମେଡି ଏବଂ ଚୌଧୁରୀ ଜୟପ୍ରକାଶ ଦାସ (ଟିଲୁ ଭାଇନା)ଙ୍କ ଇମୋସନାଲ କ୍ୟାରେକ୍ଟରକୁ ନେଇ ପ୍ରସ୍ତୁତ ହୋଇଛି ଓଡିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥି’ । ଚଳଚ୍ଚିତ୍ରରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ତିନି ତିନିଟି ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାବେଳେ ପ୍ରଥମଥର ଲାଗି ପୁନମ୍ ଏକ ଗମ୍ଭୀର ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ସମ୍ବିତ […]