ଓଡିଶା

ଓଟ କହୁଛି ମଣିଷକୁ, “ହେ ମଣିଷ ମୋର ଭୁଲ୍ କ’ଣ ?”

ଓଡ଼ାପଡ଼ା (ଗୋପବନ୍ଧୁ ବାରିକ): ହେ ମଣିଷ, କହ କ’ଣ ଭୁଲ କରିଥିଲି ମୁଁ……. କ’ଣ ଦୋଷ ଥିଲା ମୋର । କାହିଁକି ଏମିତି ଏକା କରି ଛାଡି ଦେଲୁ ମୋତେ । ଯେତେବେଳେ ଏ ଶରୀରରେ ବଳ ଥିଲା ତୁ ମୋତେ କେତେ ସଜେଇଛୁ । ଆଉ ସେମିତି ସଜବାଜ ହୋଇ ମୁଁ ତୋ ପାଇଁ କେତେ ପରିଶ୍ରମ କରିଛି । ତୋତେ ରୋଜଗାର ଦେଇଛି । ନିଜେ ପଛେ ଭୋକ ଉପାସରେ ରହିଛି ହେଲେ ତୋ […]