ଓଡିଶା

ପାହାଡ ଖାଇଗଲେଣି ମାଫିଆ । ସବୁ ଜାଣି ଅଜଣା ଚାଉଳର ଭାତ ଖାଉଛି ପ୍ରଶାସନ…

ଓଡାପଡା : ପ୍ରାକୃତିକ ପରିବେଶ ସୃଷ୍ଟି କରିବାର କ୍ଷମତା ଆମ ପାଖରେ ନାହିଁ । ତେବେ ଏହାକୁ ଧ୍ୱସଂ କରିବାର କ୍ଷମତା କିଏ ଦେଲା । ଏ ପ୍ରଶ୍ନ କେବଳ ଗଣମାଧ୍ୟମର ନୁହେଁ । ଏ ପ୍ରଶ୍ନ ଜନସାଧାରଣଙ୍କର ମଧ୍ୟ । ଏ ଦୃଶ୍ୟ କହୁଛି ଏହା କୌଣସି ଖଣି ଖାଦନର ଦୃଶ୍ୟ । କିନ୍ତୁ ପ୍ରକୃତରେ ଏ ଦୃଶ୍ୟ ହେଉଛି ଗୋଟିଏ ପାହାଡର । ବିଶ୍ୱାସ ହେଉ ନଥିଲେ ବି ଏହା ସତ । ଆଜି […]

ଓଡିଶା

ସରକାରଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ନିର୍ବାହୀ ଯନ୍ତ୍ରୀ ଓ ଜିଆରଏସ ତିଆରି କରୁଛନ୍ତି ମିଥ୍ୟା ମଷ୍ଟରୋଲ

ଓଡାପଡା : ମନରେଗା ୱେବସାଇଟ୍ ତଥ୍ୟ କହୁଛି ଆଜିକୁ ବର୍ଷେ ପୂର୍ବରୁ କାମ ସରିଛି । ଏମିତିକି ବିଲ୍ ମଧ୍ୟ ହୋଇସାରିଛି । ହେଲେ ଗ୍ରାଉଣ୍ଡଜିରୋରେ ପବନରେ ଫାଶ ବୁଣିଲା ପରି ସରକାରୀ ଅଟକଳକୁ ନିଜ ପକେଟରେ ପୁରାଇ କୁବେର ସମ୍ପତିର ମାଲିକ ହେଉଛନ୍ତି  ଠିକାଦାରମାନେ । ଆଉ ଏଥିରେ ସିଧାସଳଖ ସହଯୋଗ କରୁଛନ୍ତି କନିଷ୍ଠ ଯନ୍ତ୍ରୀ ଏବଂ GRS । ବିନା କାମରେ ମିଥ୍ୟା ମଷ୍ଟରୋଲ ପ୍ରସ୍ତୁତ କରି ଚଞ୍ଚକତା ପୂର୍ବକ ଏହି ସବୁ କାର୍ଯ୍ୟ […]