ଦୁର୍ନୀତିର ନୂଆ ତରିକା, ବିନା ଲେବରରେ କାର୍ଯ୍ୟ ଶେଷ କରିଦେଲେ ଠିକାଦାର…
ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ସେବକ ସାଜିଛନ୍ତି ନିରବଦ୍ରଷ୍ଟାଶ୍ରମିକ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାର ନୂଆଁ ଫନ୍ଦା ଆପଣେଇଛନ୍ତି ପଞ୍ଚାୟତ ପ୍ରତିନିଧିଢେଙ୍କାନାଳ, (ଫ୍ରିଟୁସ୍ପିକ୍/ ସୁଜିତ୍ କୁମାର ବେହେରା) : ଓଡ଼ାପଡ଼ା ବ୍ଲକ୍ ଗୁଣୁଦେଇ ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମହା ଦୁର୍ନୀତି । କେନ୍ଦ୍ର ସରକାର ୨୦୦୫-୦୬ ମସିହାରେ ଗ୍ରାମାଞ୍ଚଳର ସମସ୍ତ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇବା ଉଦେ୍ଦଶ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ […]