ଓଡିଶା

ପାହାଡ ଖାଇଗଲେଣି ମାଫିଆ । ସବୁ ଜାଣି ଅଜଣା ଚାଉଳର ଭାତ ଖାଉଛି ପ୍ରଶାସନ…

ଓଡାପଡା : ପ୍ରାକୃତିକ ପରିବେଶ ସୃଷ୍ଟି କରିବାର କ୍ଷମତା ଆମ ପାଖରେ ନାହିଁ । ତେବେ ଏହାକୁ ଧ୍ୱସଂ କରିବାର କ୍ଷମତା କିଏ ଦେଲା । ଏ ପ୍ରଶ୍ନ କେବଳ ଗଣମାଧ୍ୟମର ନୁହେଁ । ଏ ପ୍ରଶ୍ନ ଜନସାଧାରଣଙ୍କର ମଧ୍ୟ । ଏ ଦୃଶ୍ୟ କହୁଛି ଏହା କୌଣସି ଖଣି ଖାଦନର ଦୃଶ୍ୟ । କିନ୍ତୁ ପ୍ରକୃତରେ ଏ ଦୃଶ୍ୟ ହେଉଛି ଗୋଟିଏ ପାହାଡର । ବିଶ୍ୱାସ ହେଉ ନଥିଲେ ବି ଏହା ସତ । ଆଜି […]

ଓଡିଶା

ଲୋକଙ୍କ ଉପରେ ଦାଉ ସାଧୁଛି ଭୋଲ୍ଟାଜ କମ୍ପାନୀ…

ଢେଙ୍କାନାଳ : ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ନୟାଭାଗୀରଥିପୁର ଗ୍ରାମପଞ୍ଚାୟତର କାଳୁସାହି କାଟେଣୀ ଗ୍ରାମର । ଆଜକୁ ପ୍ରାୟ ତିନି ବର୍ଷ ତଳେ କେନ୍ଦ୍ର ସରକାର, ଆଠଶହ କୋଟି ଟଙ୍କାର ବ୍ୟୟ ଅଟକଳରେ ଉଭୟ ଓଡାପଡା ଓ ହିନ୍ଦୋଳ ବ୍ଲକର ୫୧ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଏକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଯେଉଁ ପ୍ରକଳ୍ପର ନିର୍ମାଣ କାମକୁ ହାତକୁ ନେଇଛି ଭୋଲ୍ଟାଜ କମ୍ପାନୀ । […]