ଓଡିଶା

ବିଜ୍ଞାନ ଶିକ୍ଷୟତ୍ରୀରୁ ପ୍ରଶାସନିକ ଅଧିକାରୀ ହେଲେ ଶ୍ୱେତାସ୍ନିଗ୍ଧା…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଶିକ୍ଷୟତ୍ରୀରୁ ଓଏସ୍ ଅଫିସର । ଚଳିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ ରେ ୨୭୨ ରାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି ଶ୍ୱେତାସ୍ନିଗ୍ଧା ସାହୁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଆସୁଥିଲେ ଶ୍ୱେତାସ୍ନିଗ୍ଧା । ବିନା କୌଣସି କୋଚିଂରେ ସେ ଏହି ସଫଳତା ପାଇଛନ୍ତି । […]

ଓଡିଶା

ସଫଳତାର ଅନ୍ୟନାମ କଠିନ ଅଧ୍ୟବସାୟ: ଜଗନ୍ନାଥ ପାଢୀ…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଦୃଢ ଇଚ୍ଛା ଶକ୍ତି, କଠିନ ଅଧ୍ୟବସାୟ ଏବଂ ସଫଳ ହେବାର ମନୋଭାବ ହେଉଛି ତାଙ୍କର ପ୍ରେରଣା । ବିଫଳତାକୁ ସଫଳତାର ସିଡି କରିବା ଆଗେଇବା ଥିଲା ତାଙ୍କର ମୂଳମନ୍ତ୍ର । ଚଳିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨ ରେ ୨୯୯ ରାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି ଜଗନ୍ନାଥ ପାଢୀ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ତାକରଡା ଗ୍ରାମର ଗୋପାଳକୃଷ୍ଣ ପାଢୀ […]

ଓଡିଶା

ଓଏଏସ୍ ପରୀକ୍ଷାରେ ୩୪ତମ ସ୍ଥାନ ଅକ୍ତିଆର କଲେ ସ୍ୱାହା ମହାନ୍ତି

ଓଏଏସ୍ ପରୀକ୍ଷାରେ ଜଗତସିଂହପୁରର ଝିଅ ସ୍ୱାହା ମହାନ୍ତି ୩୪ତମ ସ୍ଥାନ ଅକ୍ତିଆର କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । ଗୋପଳସାଗର ଅଞ୍ଚଳର ସ୍ବର୍ଗତ ମନୋଜ କୁମାର ମହାନ୍ତି ଓ  ଗୀତାଞ୍ଜଳି ମହାନ୍ତିଙ୍କର କନ୍ୟା ହେଉଛନ୍ତି ସ୍ବାହା । ଭୁବନେଶ୍ୱର ସ୍ଥିତ ଓୟୁଏଟି ବିଶ୍ୱ ବିଦ୍ୟାଳୟରୁ ୨୦୧୮ରେ କୃଷି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ OAS ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କର ଏହି ସଫଳତାରେ ତାଙ୍କ ପରିବାର ଓ […]

ଓଡିଶା

ଓଏଏସ୍ ପରୀକ୍ଷାରେ ତିନିଥର ଫେଲ୍ ହେବାପରେ ଶେଷରେ ସଫଳ ହେଲେ ରାଜେନ୍ଦ୍ର

ଦୃଢ ଇଚ୍ଛା ଶକ୍ତି ହିଁ ପରୀକ୍ଷାରେ କରିଛି ସଫଳ । ତିନି ତିନି ଥର ପରୀକ୍ଷା ଦେଇ ସେ ଅକୃତକାର୍ଯ୍ୟ ହୋଇଥିଲେ । ମାତ୍ର ତାଙ୍କର ଦୃଢ ଇଚ୍ଛା ଶେଷରେ ତାଙ୍କୁ ସଫଳତାର ସ୍ବାଦ ଚଖାଇଛି । ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପି. ନୂଆଗାଁର ରାଜେନ୍ଦ୍ର ଜେନା 118 ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ବାରମ୍ବାର ଅକୃତକାର୍ଯ୍ୟ ହେବା ପରେ ଧର୍ଯ୍ୟହରା ନ ହୋଇ ବରଂ ଏହାର କାରଣ […]

ଓଡିଶା

ଓଡିଆରେ ପରୀକ୍ଷା ଦେଇପାରିବେ ଓଏଏସ ପରୀକ୍ଷାର୍ଥୀ

ଏଣିକି ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ଓଏଏସ ପରୀକ୍ଷାର୍ଥୀ । ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏ ନେଇ ଜାଣିପାରିନଥିଲେ । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ସବୁକିଛି ପୂର୍ବରୁ ଇଂରାଜୀରେ ହେଉଥିବାବେଳେ ଏବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଇ ହେବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ […]