ଦୀର୍ଘ ୫ ବର୍ଷର ଲଢେଇ, ଶେଷରେ ନିଜ ହକ୍ ପାଇଲେ ଅନୁଶ୍ରବ…
ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ଦୀର୍ଘ ୫ ବର୍ଷର ସଂଘର୍ଷ । ଶେଷରେ ସଫଳତା ହାସଲ କଲେ ପାରଳାଖେମୁଣ୍ଡି ବେବର୍ତ୍ତା ସାହିର ବିଜୟାନନ୍ଦ ଗନ୍ତାଏତଙ୍କ ସୁଯୋଗ୍ୟ ପୁତ୍ର ଅନୁଶ୍ରବ ଗନ୍ତାଏତ । ଦୀର୍ଘ ୫ ବର୍ଷର ଦୃଢ ସଂଗ୍ରାମ ପରେ ସେ ଏହି କୃତିତ୍ୱ ହାସଲ କରିପାରିଛନ୍ତି । ନିଟ୍ ରାଉରକେଲାରୁ ପାଠ୍ୟକ୍ରମ ଶେଷ କରିବା ପରେ ଅନୁଶ୍ରବ ୨୦୧୭-୧୮ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଲିଖିତ ଓ ମୌଖିକ ପରୀକ୍ଷାରେ […]