ନର୍ସିଂ ଅଫିସରଙ୍କ ଚୁକ୍ତିଭିତ୍ତିକ ଅବଧିକୁ ବିଚାର କରି ବରିଷ୍ଠତାକୁ ନେଇ ପଦୋନ୍ନତି ଦିଆଯାଉ…
ଗଜପତି : ୧୨ ଦଫା ଦାବି ନେଇ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ଗଜପତି ଜିଲ୍ଲାର ନର୍ସିଂ ଅଫିସର । ସେମାନଙ୍କ ଦାବି ପୂରଣ ନ ହେବା ପ୍ରତିବାଦରେ ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନର୍ସିଂ ଅଫିସରମାନେ ଏଭଳି କଳାବ୍ୟାଚ ପରିଧାନ କରି କାର୍ଯ୍ୟ ତୁଳାଇବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନର୍ସିଂ କର୍ମଚାରୀ ସଂଘ । ୧୨ ଦଫା ଦାବି ଗୁଡିକ ହେଲା, ଜରୁରୀକାଳୀନ କାର୍ଯ୍ୟକୁ ଦୃଷ୍ଟିଦେବା ସହିତ ଅନ୍ୟ ରାଜ୍ୟରେ ନର୍ସିଂ ଅଫିସରମାନଙ୍କ […]