ଓଡିଶା

ନୂଆପଡାରେ ମାଓବାଦୀଙ୍କ ବର୍ବର କାଣ୍ଡ…

ନୂଆପଡ଼ା : ନୂଆପଡାରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବର୍ବର କାଣ୍ଡ । ଜେସିବି ପୋଡିବା ସହ ଉଡ଼ାଇ ଦେଲେ ଫରେଷ୍ଟ କ୍ୱାଟର । ଗୁରୁବାର ବିଳମ୍ବିତ ରାତିରେ ନୂଆପଡ଼ା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା କେରମେଲି ପଞ୍ଚାୟତ ଗୋଳାବନ୍ଧ ଗାଁରେ ଏଭଳି ଘଟଣା ଘଟାଇ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଏହାସହ ଘଟଣା ସ୍ଥଳରେ ୮ଟି ପଲିଥିନରେ ଲାଲ୍ ରଙ୍ଗର ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି । ଏଥିରେ କେନ୍ଦ୍ର ଓ […]