ଓଡିଶା

ସାରାବଙ୍ଗ ଗାଁରେ ଲାଗିଛି ମାଓପୋଷ୍ଟର ଓ ବ୍ୟାନର; ପିଏଲଜିଏ ସପ୍ତାହ ପାଳନ କରିବାକୁ ମାଓବାଦୀଙ୍କ ଆହ୍ୱାନ…

ନୂଆପଡ଼ା, ୨/୧୨ (କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡ଼ା ଥାନା ସାରାବଙ୍ଗ ଗାଁରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଆହ୍ୱାନ କରିଛନ୍ତି । ମାଓ ବ୍ୟାନରକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶନିବାର ସାରାବଙ୍ଗ ଗାଁ ମୁଣ୍ଡ ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟ ଭଳି ୪ଟି ସ୍ଥାନରେ ମାଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି […]

ଓଡିଶା

ମର୍ମନ୍ତୁଦ ବାଇକ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ…

ନୂଆପଡ଼ା : ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କ୍ଷୀରମାଲ୍ ଗାଁ କପା ଗୋଦାମ୍ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘଟଣାରେ ସେହି ଗାଁର ଜଣେ ଯୁବକ ଅଭୟ ଶବରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗତକାଲି ରାତି ପ୍ରାୟ 11ଟା ସମୟରେ ନିକଟସ୍ଥ ଲର୍କା ଗାଁକୁ କିଛି ଜିନିଷ ଆଣିବାକୁ ଯାଇଥିଲେ । ତେବେ ସେଠାରୁ ଫେରିବା  ସମୟରେ ଭାରସାମ୍ୟ […]