ଓଡିଶା

ଜମୁଛି ବିଜେଡିର ଜନସମ୍ପର୍କ ପଦଯାତ୍ରା…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ବିନୋପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିଜେଡି ଖଡିଆଳ ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅମିତ କୁମାର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ […]

ଓଡିଶା

୭୮ ଲିଟର ବେଆଇନ ନକଲି ମଦ ଜବତ, ଶ୍ୱଶୁର ଓ ବୋହୂ ଗିରଫ…

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଯୋଗିବାହାଲ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ବେଆଇନ ନକଲି ମଦ ଜବତ କରିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଗୋଟିଏ ପରିବାରର ଶ୍ୱଶୁର ଓ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଅବକାରୀ ବିଭାଗ ଏଏସ୍ଆଇ ସରୋଜ କଟା ଓ ସିନାପାଲି ଅବକାରୀ ଭାରପ୍ରାପ୍ତ ଅଧିକାରୀ ସଚଲା ପାଢ଼ୀଙ୍କ ନେତୃତ୍ବରେ ଏକ […]

ଓଡିଶା କଳା ସଂସ୍କୃତି

ରାଧା-କୃଷ୍ଣ ବେଶରେ କୁନି କୁନି ପିଲା…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ସଙ୍କୁଳ ଅଧୀନସ୍ଥ ଲର୍କା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ଧନଞ୍ଜୟ ବାଗ ଓ ଧର୍ମପତ୍ନୀ ଶାନ୍ତି ବାଗ ରହିଥିବାବେଳେ ପୂଜକ ଭାବେ ଗୌରୀ ଶଙ୍କର ମୁଣ୍ଡ ପୂଜାର୍ଚ୍ଚନା କରିଥିଲେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । କୃଷ୍ଣ ଜନ୍ମାଷ୍ଟମୀ, କୃଷ୍ଣାଷ୍ଟମୀ, ଗୋକୁଳାଷ୍ଟମୀ ଆଦି ବିଭିନ୍ନ ନାମରେ ଏହା […]

ଓଡିଶା

ନୂଆପଡାରେ ଆୟୋଜିତ ହେବ ଫୁଟବଲ ମହାକୁମ୍ଭ…

ନୂଆପଡ଼ା : ନୂଆପଡାରେ ଗ୍ରାମୀଣ କ୍ରୀଡାର ବିକାଶ ପାଇଁ ମାନ୍ୟବର ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ବରେ ଆଗାମୀ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ରାଜା ଏଟି ହାଇସ୍କୁଲ ପଡିଆରେ ଏକ ଫୁଟବଲ ମହାକୁମ୍ଭର ଆୟୋଜନ କରାଯାଉଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖଡ଼ିଆଳ, ବୋଡ଼େନ, ସିନାପାଲି ବ୍ଲକର ସମସ୍ତ ୬୮ଟି ଗ୍ରାମ ପଞ୍ଚାୟତ ଓ ଖଡ଼ିଆଳ ଏନ୍ଏସିର ୨ଟି ଦଳ ଅଂଶଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ […]

ଓଡିଶା

ଭାଲୁ ଆକ୍ରମଣରେ ନାବାଳକ ଗୁରୁତର…

ନୂଆପଡ଼ା : ଭାଲୁ ଆକ୍ରମଣରେ ନାବାଳକ ଗୁରୁତର । ଗୁରୁତର ନାବାଳକ ଏବେ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଭଏଷାଦାନୀ ଅଧିନସ୍ଥ କାଠଫେର୍ ଗାଁର ସୁଶାନ୍ତ ପହରିଆ ଓ ତାଙ୍କର ବଡ ଭାଇ ସୁକଲାଲ ପହରିଆ ନିକଟସ୍ଥ କୁମ୍ଭେଡ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ଚାରୋଟି ଭାଲୁ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ତେବେ ବଡ଼ ଭାଇର  ଉପସ୍ଥିତ ବୁଦ୍ଧି ଯୋଗୁଁ […]

ଓଡିଶା

ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲା ସନ୍ଦେହ

ନୂଆପଡ଼ା : ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲା ସନ୍ଦେହ । ସ୍ତ୍ରୀର ସନ୍ଦେହ ସ୍ବାମୀକୁ ସଜେଇଦେଲା ହତ୍ୟାକାରୀ । ପରକିଆ ପ୍ରୀତିକୁ କେନ୍ଦ୍ର କରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗାଁରେ । କାଣ୍ଡେତରା ଗାଁର ନରହରୀ ଭୋଇ ନାମକ ଯୁବକ ଶ୍ରମିକ ଭାବେ କାମ କରନ୍ତି । କାମ କରିବା ସମୟରେ ସେ ଜଣେ ବଲାଙ୍ଗିର […]

ଓଡିଶା

ସରପଞ୍ଚଙ୍କ ମାସିକଭତ୍ତା ସର୍ବନିମ୍ନ ୩୦ହଜାର ଟଙ୍କା ଦାବି…

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ସାମ୍ବିଧାନିକ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରିବା ପ୍ରତିବାଦରେ ଆଜି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତ୍ରୀ ପ୍ରଧାନଙ୍କୁ ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସରପଞ୍ଚ ସଂଘର ଆହ୍ୱାନ କ୍ରମେ ଜିଲ୍ଲାର ମୋଟ ୧୩୧ ପଞ୍ଚାୟତର ସରପଞ୍ଚ ସ୍ଥାନୀୟ ପୋଲିସ ପଡ଼ିଆସ୍ଥିତ […]

ଓଡିଶା

ଭତ୍ତା ପଇସା ବଢାଓ ନ ହେଲେ ଭୋଟ ଦେବୁନି…

ନୂଆପଡ଼ା : ବଜାର ଦର ବଢୁଛି, ହେଲେ ଆମକୁ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କା । ଏଇ ପାଞ୍ଚଶହ ଟଙ୍କାରେ କିଏ ମାସ ପର୍ଯ୍ୟନ୍ତ ଚଳିବ । ଚିନି ଚା କିଣିବା ବେଳକୁ ତ ସବୁ ସରିଯାଉଛି । ଆଉ ରହୁଛି କଣ ଯେ ଆମେ ଚଳିବୁ । ଭତ୍ତା ପଇସା ବଢାଓ ନ ହେଲେ ଭୋଟ ଦେବୁନି । ଏଭଳି ଦାବି କରିଛନ୍ତି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗ୍ରାମରବାସିନ୍ଦା । ଏ […]

ଓଡିଶା

କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ କରଙ୍ଗାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମେହେର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍କୁଳ ସଂଯୋଜକ ରମେଶ କୁମାର ମେହେର, କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିର ସଭାପତି ତଥା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଚୈତନ୍ୟ ହୋତା ଉପସ୍ଥିତ ରହି ଛାତ୍ରଛତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ । ଏହି ମେଳାରେ […]

ଓଡିଶା

ସଡକ ଦୁର୍ଘଟଣାରେ ପରପାରିରେ କାର୍ଯ୍ୟନିର୍ବାହୀ ଅଧିକାରୀ…

ନୂଆପଡା : ଟ୍ରାକ୍ଟର ଧକ୍କାରେ ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେରୁ ମହଗାଁ ଯିବା ରାସ୍ତାରେ ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ କିରେଝୋଲା ଗ୍ରାମର ସତ୍ୟ ମାଝୀ । ସିନାପାଲି ବ୍ଲକ କରନବାହାଲି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ସତ୍ୟ ମାଝୀ । କୌଣସି ଏକ […]