ଗମ୍ଭାରିଗୁଡ଼ାରେ ଗୋଷ୍ଟାଷ୍ଟମୀ ପୂଜା କଳସ ଯାତ୍ରା ଅନୁଷ୍ଠିତ…
ନୂଆପଡା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବାହାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିଗୁଡ଼ାଠାରେ ଗୋଷ୍ଟାଷ୍ଟମୀ ପୂଜାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁ ପୋଖରୀରେ ମୁଖ୍ୟ ପୂଜକ ଅଖିଳ ପୁରୋହିତଙ୍କ ପୂଜାର୍ଚ୍ଚନା ପରେ କଳସରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା । ଉକ୍ତ ପୂଜାରେ କର୍ତ୍ତା ଭାବେ ଚନ୍ଦ୍ରମଣି ବାଗ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତାର ଦାୟିତ୍ଵ ସୂଚାରରୂପେ ପାଳନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ଅଖିଳ […]