ଓଡିଶା କଳା ସଂସ୍କୃତି

ଉତ୍ସବମୁଖର ପଶ୍ଚିମ ଓଡିଶା…

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନିର୍ଦ୍ଧାରିତ ସମୟ ସକାଳ ୯ଟା୧୨ରୁ ୯ଟା୨୭ ମଧ୍ୟରେ ନବାନ୍ନ ଲାଗି ହୋଇଛି । ସେହିପରି ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ନିକଟରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଲାଗି ହୋଇଛି ନବାନ୍ନ । ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ବନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇଛି ।  ଏହାସହ ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ […]

ଓଡିଶା

ଖଡ଼ିଆଳ ରାଜ ଦରବାରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ…

ନୂଆପଡ଼ା, (ଏଫ୍ଟୁଏସ୍/ କୀର୍ତ୍ତି ଚନ୍ଦ୍ର ନାଗ) : ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ହେଉଛି ନୂଆଁଖାଇ । ଖଡ଼ିଆଳ ରାଜ ଦରବାରଠାରେ ପୂର୍ବ ପୁରୁଷଙ୍କଠାରୁ ଚଳି ଆସୁଥିବା ପରମ୍ପରା ଅନୁଯାୟୀ ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ରବିବାର ଶୁକ୍ଳପକ୍ଷ ପଞ୍ଚମୀ ପୂର୍ବାହ୍ନ ୯ ଘଣ୍ଟା ୪୦ ମିନିଟରୁ ୧୦ ଘଣ୍ଟା ୧୨ମିନିଟ ମଧ୍ୟେ ନବାନ୍ନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ଜଣା ପଡ଼ିଛି । ରାଜାରାଜୁଡ଼ା […]

ଓଡିଶା କଳା ସଂସ୍କୃତି ଟ୍ରେଣ୍ଟିଂ

ନୂଆଁଖାଇ ପର୍ବ ପାଳନର ପରମ୍ପରା ଏବଂ ଇତିହାସ ସମ୍ପର୍କରେ…

ପରମ୍ପରା ଗୋଟିଏ ଗୋଷ୍ଠୀର ଗତିଶୀଳତାକୁ ବଜାୟ ରଖିଥାଏ ଏବଂ ପରମ୍ପରାର ଅଭାବରେ କୌଣସି ଉପାଦାନ ‘ଲୋକ ଉପାଦାନ’ ଭାବରେ ପରିଗଣିତ ହୋଇପାରେ ନାହିଁ । ଗୋଟିଏ ଗୋଷ୍ଠୀର ଧାରା (lore) ବା ଆଦାନପ୍ରଦାନ ପ୍ରକ୍ରିୟାକୁ ଆମେ ପରମ୍ପରା କହିଥାଉ । ଏତଦ୍ ବ୍ୟତୀତ ପରମ୍ପରାଟିଏ ନିଜକୁ ‘ପରମ୍ପରା’ ଭାବେ ପ୍ରତିଷ୍ଠା କରିବା ପାଇଁ ଯେଉଁସବୁ ପ୍ରକ୍ରିୟାର ଆବଶ୍ୟକତା ଥାଏ, ‘ପରମ୍ପରା’ କହିଲେ ସେହି ସମସ୍ତ ପ୍ରକ୍ରିୟାର ସାମଗ୍ରିକ ସ୍ୱରୂପକୁ ବୁଝାଏ । ଉଦାହରଣସ୍ୱରୂପ, ନୂଆଁଖାଇ ପର୍ବକୁ ଆମେ […]