ଓଡିଶା

ଷୋଳପଦାରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

ଆଠମଲ୍ଲିକ, ୨୫/୧୨ (ଧନଞ୍ଜୟ ନାୟକ) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ର ଷୋଳପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ –ଓ, ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଥିରେ ବାଲ୍ୟ ବିବାହ ପ୍ରଥା, ପ୍ଲାଷ୍ଟିକ ବର୍ଜନ, ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସଚେତନ କରାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳକୁଦ ଆରମ୍ଭ ହୋଇଥିଲା । ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ରୂପେ ଯୋଗ […]

ଓଡିଶା

କନ୍ତପଡ଼ାରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ, ୨୫/୧୨ (ଧନଞ୍ଜୟ ନାୟକ) : ଆଠମଲ୍ଲିକ ବ୍ଲକର କନ୍ତପଡ଼ା କ୍ଲଷ୍ଟରରେ ୧୬ଟି ଟିମକୁ ନେଇ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କନ୍ତପଡ଼ା ହାଇସ୍କୁଲ ଖେଳ ପଡିଆଠାରେ ତିନିଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା । କନ୍ତପଡ଼ା ହାଇସ୍କୁଲ ଶାରିରୀକ ଶିକ୍ଷା ଶିକ୍ଷକ ବୀରେନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଗୁଡ଼ିକ […]

ଓଡିଶା

“ଆମା ଓଡିଶା ନବୀନ ଓଡିଶା” ଯୋଜନାର ଜିଲ୍ଲାର ନୂଆ ସଂଯୋଜକ ଦାୟିତ୍ୱ ପାଇଲେ ୱାଇ. ରାମ ଚନ୍ଦ୍ର…

ଗଜପତି, ୧୪/୧୨ (ବିବେକାନନ୍ଦ ବେହେରା) : ଗଜପତି ବିଜେଡି ଶାଖା ପକ୍ଷରୁ ଆମା ଓଡିଶା ନବୀନ ଓଡିଶା ଯୋଜନାରେ ଜିଲ୍ଲା ସଂଯୋଜୋକ ଭାବରେ ନୂଆ ଦାୟିତ୍ୱ ପାଇଥିବା ୱାଇ. ରାମ ଚନ୍ଦ୍ରଙ୍କୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରର ସମସ୍ତ ବିଜୁ ଜନତା ଦଳର ନେତା ମାନେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରାମଚନ୍ଦ୍ର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ ଟି ଓ ଅମା ଓଡିଶା ନବୀନ […]

ଓଡିଶା

ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ…

ଘସିପୁରା,୧୩/୧୨ (ସ୍ମୃତି ରଞ୍ଜନ ବିହାରୀ) : ନୂଆ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଘସିପୁରା ବ୍ଲକ ସାଇଁକୁଳ ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଅଧ୍ୟକ୍ଷ ଶରତ କୁମାର ଜେନା ଏବଂ ଅମୂଲ୍ୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ସିଏମଡି ରାଜେନ୍ଦ୍ର କୁମାର ରାଉତ ଏବଂ ସାଇଁକୁଳ ପୂର୍ବତନ ସରପଂଚ ବିଭାଷ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଏଥିରେ +୩ ବିଭାଗର ମୁଖ୍ୟ […]

ଓଡିଶା

ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ନବୀନ ଓଡ଼ିଶା ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଗତସିଂହପୁର, ୧୩/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ଆଶ୍ରମ ପାଟଣାସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ନବୀନ ଓଡ଼ିଶା ନୂଆ ଓଡ଼ିଶା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିଗ୍ରୀ କଲେଜର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେବା ସହିତ ଡ୍ୟାନ୍ସ, ସଙ୍ଗୀତ ଓ ମେହେନ୍ଦୀ ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ […]

ଓଡିଶା

ନୂଆ ଓଡ଼ିଶା ନବୀନ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ, ୧୩/୧୨ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କଂହର ଯୋଗଦେଇ ନୂଆ ଓଡିଶା, ନବୀନ ଓଡିଶାର ସ୍ୱପ୍ନକୁ ସମସ୍ତେ ସାକାର କରିବା ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଟିକାବାଲି ଥାନା ସବ୍ ଇନସ୍ପେକ୍ଟର ଶ୍ରୀ ସଞ୍ଜୟ କୁମାର ସ୍ୱାଇଁ, ସମିତି ସଭ୍ୟ […]

ଓଡିଶା

ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ କଳାକୁ ବିକଶିତ କରୁଛି ନବୀନ ଓଡିଶା କାର୍ଯ୍ୟକ୍ରମ…

ଜଗତସିଂହପୁର, ୦୯/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହମା ସ୍ଥିତ ସାରଳା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ସ୍ଥାନୀୟ ସରପଂଚ ସରୋଜ କୁମାର ସେଠୀ, କୁଜଙ୍ଗ ବ୍ଳକ ଅଧ୍ୟକ୍ଷା, ସମାଜସେବୀ ସୁନାକର ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ […]

ଓଡିଶା

ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ…

କୋଟପାଡ଼, ୧୯/୧୧ (ସୁନୀଲ ଦାଶ) : କୋଟପାଡ଼ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନୂଆ ଓଡ଼ିଶା, ଯୁବ ଓଡ଼ିଶା ନବୀନ ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିଚାଳନା ସଭାପତି ସୁରେଶ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ହେମଲତା ଆଚାର୍ଯ୍ୟଙ୍କ ତତ୍ବାବଧାନରେ ଯୁକ୍ତତିନି ନୋଡାଲ ଅଫିସର ଆକାଶ କୁମାର ପତି ଓ ଯୁକ୍ତଦୁଇ […]

ଓଡିଶା

ରାଜ୍ୟ ସରକାରଙ୍କ ସମବାୟ ସମିତି ହସ୍ତକ୍ଷେପରେ ଚାଷୀ ହେଉଛନ୍ତି ଉପକୃତ

ସାଲେପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ୭0 ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ମାହାଙ୍ଗା ବ୍ଲକ କୁଣ୍ଡି ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମବାୟ ସମିତି ଜରିଆରେ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବା ବେଳେ, ଏହା ଦ୍ୱାରା ଗ୍ରାମାଞ୍ଚଳର ଚାଷୀମାନେ ବେଶ ଉପକୃତ ହୋଇପାରୁଛନ୍ତି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା l […]