ଓଡିଶା

ନୂଆ ଓ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ, ୯/୧ (ଧନଞ୍ଜୟ ନାୟକ) : ଆଠମଲ୍ଲିକ ବ୍ଲକ ମଇମୁରା, କନ୍ତପଡ଼ା ଓ ଠାକୁରଗଡ଼ ପଂଚାୟତରେ ପଂଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟେକ ପଂଚାୟତରୁ ହାରାହାରି ୬୦୦ ଲୋକ ଭାଗ ନେଇଥିଲେ । ମଇମୁରା ସରପଂଚ ଲତା ସେଠୀ, କନ୍ତପଡ଼ା ସରପଂଚ ସୁଶ୍ରୀ ସୁଭସ୍ମିତା ବାଙ୍କ ଓ ଠାକୁରଗଡ଼ ସରପଂଚ ଚାରୁଲତା ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା […]

ଓଡିଶା

ଷୋଳପଦା ଡ଼ିଗ୍ରୀ କଲେଜରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ…

ଆଠମଲ୍ଲିକ, ୪/୧ (ଧନଞ୍ଜୟ ନାୟକ) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଷୋଳପଦା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, କଲେଜ ଅଧ୍ୟାପିକା ପ୍ରତିମା ବାଘଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଠମଲ୍ଲିକ ଉପଜିଲ୍ଲାପାଳ ଡ଼. ଜିତେନ୍ଦ୍ର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । […]

ଓଡିଶା

ଷୋଳପଦାରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ…

ଆଠମଲ୍ଲିକ, ୨୫/୧୨ (ଧନଞ୍ଜୟ ନାୟକ) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ର ଷୋଳପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ –ଓ, ଯୁବ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଥିରେ ବାଲ୍ୟ ବିବାହ ପ୍ରଥା, ପ୍ଲାଷ୍ଟିକ ବର୍ଜନ, ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ସଚେତନ କରାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳକୁଦ ଆରମ୍ଭ ହୋଇଥିଲା । ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ରୂପେ ଯୋଗ […]

ଓଡିଶା

କନ୍ତପଡ଼ାରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ, ୨୫/୧୨ (ଧନଞ୍ଜୟ ନାୟକ) : ଆଠମଲ୍ଲିକ ବ୍ଲକର କନ୍ତପଡ଼ା କ୍ଲଷ୍ଟରରେ ୧୬ଟି ଟିମକୁ ନେଇ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କନ୍ତପଡ଼ା ହାଇସ୍କୁଲ ଖେଳ ପଡିଆଠାରେ ତିନିଦିନ ଧରି ଏହି ପ୍ରତିଯୋଗିତା ହୋଇଥିଲା । କନ୍ତପଡ଼ା ହାଇସ୍କୁଲ ଶାରିରୀକ ଶିକ୍ଷା ଶିକ୍ଷକ ବୀରେନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଗୁଡ଼ିକ […]

ଓଡିଶା

ଛାତ୍ରୀମାନଙ୍କ ଦ୍ୱାରା ସଡକ ସୁରକ୍ଷା ଓ ବାଲ୍ୟ ବିବାହ ସଂପର୍କରେ ସଚେତନତା

ବାଲିଆପାଳ, ୨୫/୧୨ (ଚନ୍ଦନ ଅଣ୍ଡିଆ) : କ୍ରୀଡା ଓ ଯୁବସେବା ବିଭାଗ ଓଡ଼ିଶା ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଶା ନୂଆ -ଓ କାର୍ଯ୍ୟକ୍ରମ ଅବସରରେ ଲକ୍ଷ୍ମୀ ପ୍ରିୟା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଲିଆପାଳରେ ସୁସ୍ଥ ଜୀବନ ଶୈଳୀ ଉପରେ ଆଧାରିତ ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପିକା ଶ୍ରୀମତୀ ସୁଦୀପ୍ତା ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଫିସର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ରାଜେନ୍ଦ୍ର କୁମାର […]