ଓଡିଶା

ଜଟଣୀ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଚିକିତ୍ସାଳୟ ଅଛି, ହେଲେ ଡାକ୍ତର ଏବଂ ଅତ୍ୟାବଶ୍ୟକୀୟ ଉପକରଣ ନାହିଁ !

ଜଟଣୀ : ସିଜିନ୍ ବାଣିଜ୍ୟର ପେଣ୍ଠସ୍ଥଳ ଜଟଣୀ ସହର । ଜଟଣୀ ସହରରେ ରହିଛି ଖୋର୍ଦ୍ଧା ରୋଡ ରେଲୱେ ଡିଭିଜନ୍ । ଏପରିକି ଆଇଆଇଟି, ନାଇଜର ଭଳି ଶିକ୍ଷାନୁଷ୍ଠାନ ଏବଂ ରିସର୍ଚ୍ଚ ସେଣ୍ଟର ଜଟଣୀ ସହରର ଶୋଭାବର୍ଦ୍ଧନ କରୁଛି । ଜଟଣୀ ଏକ ନିର୍ବାଚନ ମଣ୍ଡଳୀ ହୋଇ ମଧ୍ୟ ଏଠାରେ ଲୋକଙ୍କୁ ମିଳିପାରୁନି ଉତ୍ତମ ସ୍ବାସ୍ଥ୍ୟ ସେବା । ରାଜ୍ୟ ସରକାର ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରୀ ମେଡିକାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ […]