ଓଡିଶା

NPS ହଟାଇ OPS ଲାଗୁ କରିବା ପାଇଁ ଦାବି …

ଜଟଣୀ : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ୨୦ ଦଫା ଦାବି ନେଇ ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର କର୍ମଚାରୀ । ମୁଖ୍ୟତଃ NPS ହଟାଇ OPS ଲାଗୁ କରିବା ପାଇଁ ଦାବି କରିଛନ୍ତି କର୍ମଚାରୀ । ଯଦି ତିନିମାସ ମଧ୍ୟରେ କର୍ମଚାରୀଙ୍କ ଏହି ସମସ୍ତ ଦାବି ପୁରଣ ନ ହୁଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ଅଖ ଚକ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଇଷ୍ଟ୍ […]

ଓଡିଶା

ନୂତନ ପେନସନ୍ ସ୍କିମ୍ ଏକ ଡକାୟତି ଯୋଜନା !

ଜଟଣୀ: ନୂଆ ହଟାଓ ପୁରୁଣା ଆଣ । ନୂତନ ପେନସନକୁ ସ୍କିମକୁ ଏକ ଡକାୟତି ଯୋଜନା ବୋଲି ବର୍ଣ୍ଣନା କଲେ ଶ୍ରମିକ ଯୁନିଅନର ସଦସ୍ୟ । ନୂତନ ପେନସନ୍ ଯୋଜନାକୁ ରଦ୍ଦ କରି ପୁରୁଣା ପେନସନ୍ ଯୋଜନାକୁ  ଲାଗୁ କରିବା ପାଇଁ ନ୍ୟାସନାଲ୍ ଜଏଣ୍ଟ କାଉନସିଲ୍ ଅଫ୍ ଆକ୍ସନ (NJCA) ଓ JOINT FORUM FOR RESTORATION OF OLD PENSION SCHEME (JFROPS) ପକ୍ଷରୁ ଖୋର୍ଦ୍ଧାରୋଡ ଶ୍ରମିକ ୟୁନିଅନର ମୁଖ୍ୟ ଶାଖାରେ ଏକ ସାମ୍ବାଦିକ ସମ୍ମିଳନୀ […]