ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପ୍: ଭାରତକୁ ୪ ସ୍ୱର୍ଣ୍ଣ
ବ୍ୟୁରୋ ରିପୋର୍ଟ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ମିଳିଲା ୪ଟି ସ୍ୱର୍ଣ୍ଣ । ନିତୁ ଓ ସ୍ବିଟିଙ୍କ ପରେ ଏବେ ନିଖତ ଜରିନ୍ ଓ ଲଭଲିନା ସ୍ବର୍ଣ୍ଣ ହାସଲ କରିଛନ୍ତି । ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଥିବାବେଳେ ଲଭଲିନା ୭୫ କେଜି ବର୍ଗରେ ୫-୨ରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ପ୍ରଥମେ ୨୨ ବର୍ଷୀୟ ନିତୁ ଘନଘାସ ୪୮ କେଜି ବର୍ଗର […]