ଓଡିଶା

ନାଇଜରର ୧୩ତମ ସ୍ନାତକ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଜଟଣୀସ୍ଥିତ ନାଇଜରର ୧୩ତମ ସ୍ନାତକ ସମାରୋହରେ ମୁଖ୍ଯ ଅତିଥିଭାବେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ ଉପସ୍ଥିତ ଥିଲେ । ନାଇଜର ପରିଚାଳନା କମିଟି ଅଧକ୍ଷ ଡ. ଅଜିତ ମହାନ୍ତିଙ୍କ ପୌରୋହିତ୍ୟରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ନାଇଜରର ନିର୍ଦ୍ଦେଶକ ଏଚ. ଏନ୍. ଘୋଷ ସ୍ବାଗତ […]

ଓଡିଶା

ନାଇଜରରେ ଅନୁଷ୍ଠିତ ହେବ ଏମ୍ବୋ- ଆଇଏସ୍ ପିପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ…

ଜଟଣୀ, ୪/୧ (ପ୍ରଶାନ୍ତ କୁମାର ସାହୁ) : ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ନାଇଜରରେ ଅନୁଷ୍ଠିତ ହେବାକୁ ଯାଉଛି ଏମ୍ବୋ-ଆଇଏସ୍ ପିପି ଉଦ୍ଭିଦ ବିଜ୍ଞାନ ସମ୍ମିଳନୀ । ଏହି ସମ୍ମିଳନୀ ଆସନ୍ତା ଜାନୁଆରୀ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୪ ଦିନ ବ୍ୟାପି ଏହି ସମ୍ମିଳନୀରେ ଗଛ ଉପରେ ଆଲୋକ ଓ ଉତାପର ପ୍ରଭାବ, ଆଲୋକର ବ୍ୟବହାରରେ ଉଦ୍ଭିଦ ତଥା କୃଷିର ଉନ୍ନତି ଯାହା କୃଷକ ମାନଙ୍କ ପାଇଁ ଉପାଦେୟ ହେବ, ସେଇ […]

ଓଡିଶା

ଜଟଣୀ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଚିକିତ୍ସାଳୟ ଅଛି, ହେଲେ ଡାକ୍ତର ଏବଂ ଅତ୍ୟାବଶ୍ୟକୀୟ ଉପକରଣ ନାହିଁ !

ଜଟଣୀ : ସିଜିନ୍ ବାଣିଜ୍ୟର ପେଣ୍ଠସ୍ଥଳ ଜଟଣୀ ସହର । ଜଟଣୀ ସହରରେ ରହିଛି ଖୋର୍ଦ୍ଧା ରୋଡ ରେଲୱେ ଡିଭିଜନ୍ । ଏପରିକି ଆଇଆଇଟି, ନାଇଜର ଭଳି ଶିକ୍ଷାନୁଷ୍ଠାନ ଏବଂ ରିସର୍ଚ୍ଚ ସେଣ୍ଟର ଜଟଣୀ ସହରର ଶୋଭାବର୍ଦ୍ଧନ କରୁଛି । ଜଟଣୀ ଏକ ନିର୍ବାଚନ ମଣ୍ଡଳୀ ହୋଇ ମଧ୍ୟ ଏଠାରେ ଲୋକଙ୍କୁ ମିଳିପାରୁନି ଉତ୍ତମ ସ୍ବାସ୍ଥ୍ୟ ସେବା । ରାଜ୍ୟ ସରକାର ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରୀ ମେଡିକାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ […]

ଓଡିଶା

ବାୟୋଲୋଜିକାଲ ବିଜ୍ଞାନରେ ହେଉଥିବା ଏକ୍ସପେରିମେଣ୍ଟକୁ ଲୋକଙ୍କ ନିକଟରେ ପହଞ୍ଚାଇବା “ଏମ୍ ବୋ”ର ମୂଳଲକ୍ଷ୍ୟ

ଜଟଣୀ: ଜଟଣୀ ସ୍ଥିତ ନାଇଜର କ୍ୟାମ୍ପସ ପରିସରରେ ଇଣ୍ଟରନ୍ୟାସନାଲ୍ କନଫରେନ୍ସ କାର୍ଯ୍ୟକ୍ରମ “ଏମ୍ ବୋ” ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ହେଉଛି ବାୟୋଲୋଜିକାଲ ବିଜ୍ଞାନରେ ହେଉଥିବା ବିଭିନ୍ନ ପ୍ରକାରର ଉଦ୍ଭାବନ ଏବଂ ଆବିଷ୍କାର ଜନସାଧାରଣଙ୍କ ନିକଟରେ କିଭଳି ସହଜରେ ପହଞ୍ଚିପାରିବ । ଏହି କାର୍ଯ୍ୟକ୍ରମ ସର୍ବପ୍ରଥମେ ୧୯୯୮ ମସିହାରେ ବମ୍ବେରେ ଥିବା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚରେ ଆରମ୍ଭ ହେଇଥିଲା I ତେବେ ବର୍ତ୍ତମାନ ଦ୍ବିତୀୟ ଥର ଏହି କାର୍ଯ୍ୟକ୍ରମ ଜଟଣୀ ସ୍ଥିତ […]