ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭଉଣୀ
ନିଶ୍ଚିନ୍ତକୋଇଲି: ପୋଖରୀରେ ବୁଡି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଂଚାୟତର ବନମାଳୀପୁର ଗାଁର ୧୬ ନମ୍ବର ୱାର୍ଡରେ । ମୃତକଦ୍ବୟ ହେଲେ ସେହି ଗାଁର ସତ୍ୟ ସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ ଲିପ୍ସିତା ପଣ୍ଡା (୯) ଓ ଇପ୍ସିତା ପଣ୍ଡା (୫) । ଉଭୟ ଖେଳୁଥିବା ବେଳେ ପୋଖରୀରେ ପଡ଼ି ଯାଇଥିଲେ । ତେବେ କିଛି ସମୟ ପରେ ସେମାନଙ୍କୁ ନପାଇବାରୁ […]