ମିଶନ ଶକ୍ତିର ହିସାବ ମାଗିବାରୁ ମହିଳାଙ୍କୁ ହତ୍ୟା ଧମକ…
ନିମାପଡା, (ଏଫ୍ଟୁଏସ୍/ଶାନ୍ତନୁ ମହାନ୍ତି) : ମିଶନ ଶକ୍ତିର ହିସାବ ମାଗିବାରୁ ମହିଳାଙ୍କୁ ଧକା ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ ଇସି ମେମ୍ବରଙ୍କ ଦିଅର । ଏଥି ସହ ବମ୍ ପକାଇ ଜୀବନରୁ ମାରିଦେବାକୁ ମଧ୍ୟ ଦେଲେ ଧମକ । ଦୀର୍ଘଦିନ ହେବ ହରିପୁର ପଞ୍ଚାୟତ ମିଶନ ଶକ୍ତିରେ ହୋଇ ଆସୁଛି ଦୁର୍ନୀତି । ଏ ନେଇ ଯିଏ ମୁହଁ ଖୋଲୁଛି ତାକୁ ଜୀବନରୁ ମାରିଦେବାପାଇଁ ମିଳୁଛି ଧମକ । ସୂଚନାଯୋଗ୍ୟ ପୁରୀ ଜିଲ୍ଲା ନିମାପଡ଼ା […]