ଓଡିଶା

୪୦ ବର୍ଷ ପରେ ଲାଲ ଗଡ଼ରେ ସି.ପି.ଆଇ…

ନୀଳଗିରି, ୦୧/୫ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଅଞ୍ଚଳ କମିଟି ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଧାରଣ ବୈଠକ ବର୍ଷିଆନ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ନୀଳଗିରି ଏନ.ଏ.ସି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ବୈଠକରେ ସିପିଆଇର ଜାତୀୟ ପରିଷଦ ସଦସ୍ୟ ଆଶିଷ କାନୁନଗୋ, ରାଜ୍ୟ ସହ ସମ୍ପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର, ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ରାଜ୍ୟ କଣ୍ଟ୍ରୋଲ କମିଶନର […]

ଓଡିଶା

ବିଜୁଜନତା ଦଳ ପକ୍ଷରୁ ବିଜୁ ଶ୍ରାଦ୍ଧ ଦିବସ ପାଳିତ

ନୀଳଗିରି, ୧୮/୪ : ମହାନ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୭ ତମ ଶ୍ରାଦ୍ଧତ୍ସୋବ ବିଜୁଜନତା ଦଳ ପକ୍ଷରୁ ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପରେ ବିଜୁଜନତା ଉପସଭାପତି ସନ୍ତୋଷ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ସଂକରାଖୁଣ୍ଟା ପୋଖରାରେ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପରେ ଜଗନ୍ନାଥ ମନ୍ଦିରରେ ମା ଲକ୍ଷ୍ମୀ ମନ୍ଦିରରେ ପୂଜା ଅର୍ଚନା କରାଯାଇଥିଲା । ପରେ ବାଇପାସ୍ ସ୍ଥିତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି […]

ଓଡିଶା

ଧାନ କିଣାରେ ଅନିୟମିତତା ଅଭିଯୋଗ; ସିବିଆଇ ତଦନ୍ତ ଦାବି କଲା ବିଜେପି କୃଷକ ମୋର୍ଚ୍ଚା…

ନୀଳଗିରି, ୨/୨ (ସତ୍ୟାନନ୍ଦ ପାତ୍ର) : ରାଜ୍ୟରେ ଖରିଫ ଧାନ କିଣା କାରବାରରେ ବ୍ୟାପକ ଅନିୟମିତତା ହୋଇଥିବାରୁ ସିବିଆଇ ତଦନ୍ତ ଦାବିନେଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଦାନ କରାଯାଇଛି । ରାଜ୍ୟରେ ଖରିଫ ଋତୁର ଧାନ କିଣା କାରବାରରେ ବ୍ୟାପକ ଅନିୟମିତତା ସାଙ୍ଗକୁ କୁଇଂଟାଲ ପିଛା ୭ କେଜିରୁ ୮ କେଜି କଟନୀ ଛଡିନି କରୁଛି ମିଲର । ଏଥି ସହିତ ୯୮ ଭାଗ ମଣ୍ଡିର […]

ଓଡିଶା

ମଧୁସୂଦନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ…

ନୀଳଗିରି, ୨୫/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱରର ଜିଲା ନୀଳଗିରି ବ୍ଳକ ଅଧିନସ୍ଥ ଧରମପୁର ପଞ୍ଚାୟତର ବାଉଁଶପାଳ ସ୍ଥିତ ମଧୁସୂଦନ ପବ୍ଲିକ୍ ସ୍କୁଲର ନବମ ବାର୍ଷିକୋତ୍ସବ ଶ୍ରୀମତୀ ଶକୁନ୍ତଳା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତ ନିଦେ୍ର୍ଦଶକ ଟୁନୁ ପଟ୍ଟନାୟକ. ମୁଖ୍ୟବକ୍ତା ଭାବେ ଡଃ ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗଦାନ କରି ପିଲାମାନଙ୍କ ପ୍ରତି ପିତାମାତାଙ୍କ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ପିଠାହତା ପଞ୍ଚାୟତର […]

ଓଡିଶା

ଭୁସୁଡ଼ିଲା ନିର୍ମାଣାଧୀନ କେନାଲ ବ୍ରିଜ; ଅଳ୍ପକେ ବର୍ତିଲେ ଶ୍ରମିକ

ନୀଳଗିରି, ୧୧/୧୨ (ସଚିଦାନଁଦ ପାତ୍ର) : ନଦୀ ସଂଯୋଗୀକରଣ ଯୋଜନାରେ ହେଉଥିବା କେନାଲରର ଏକ କଲଭର୍ଟର ପାର୍ଶ୍ୱ ପିଲାର ଭୁଶୁଡ଼ି ଯିବାରୁ ଅଳ୍ପକେ ବର୍ତୀଯାଇଛନ୍ତି ଶ୍ରମିକ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡିଆ ନିକଟରେ । ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲରେ ଅସ୍ତିଆ ଛକ ନିକଟରେ ନିର୍ମାଣାଧିନ ବ୍ରିଜ ସକାଳେ ଭୁସୁଡ଼ି ଯାଇଛି । ଏଥିରେ କେନାଲ ଉପରେ ନିର୍ମାଣାଧୀନ ବ୍ରିଜର କଟଅଫ ୱାଲଟି ସଂପୂର୍ଣ୍ଣ ଭାବେ ଗଡି […]

ଓଡିଶା

ଶହୀଦ ବିର୍ସାମୁଣ୍ଡା ଓ ବାବା ତିଲକା ମାଝୀଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ…

ବାଲେଶ୍ୱର, ୧୬ ନଭେମ୍ବର : ଆଦିବାସୀଙ୍କର ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜମୁନାଠାରେ ଜାତୀୟ କଂଗ୍ରେସର ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ଶହୀଦ ବିର୍ସାମୁଣ୍ଡା ଓ ବାବା ତିଲକା ମାଝୀଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଆଦିବାସୀ ଭାଇମାନେ ବିର୍ସାମୁଣ୍ଡାଙ୍କ ଭଳି ହେବା ଉଚିତ ବୋଲି କହିଥିଲେ ନବଜ୍ୟୋତି । […]

ଓଡିଶା

ନୀଳଗିରି ବିଜେପି ପକ୍ଷରୁ ବାର ଦଫା ଦାବି ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେପି ପକ୍ଷରୁ ବିଧାୟକଙ୍କ ନେତୃତ୍ଵରେ ବାର ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଅବସରରେ ନୀଳଗିରି ବିଜେପି କାର୍ଯ୍ୟାଳୟରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରି କୃଷକମାନଙ୍କର ସମସ୍ୟା ଯଥା କୃଷକମାନଙ୍କ ପାଇଁ ଆସୁଥିବା ସବସିଡ ବାଟମାରଣା, ଧାନ କିଣାରେ ଦୁର୍ନୀତି, ସାର […]