୬ ଥର ରେଳ ଗଡିଲେ ବି ଯାତ୍ରୀ ସଂଖ୍ୟାରେ ଉନ୍ନତି ହେବ ନାହିଁ: ଯୁବନେତା…
ନୀଳଗିରି, ୧୮/୧ (ସଚିଦାନଁଦ ପାତ୍ର) : ବାଲେଶ୍ୱର-ଗୋପିନାଥପୁର-ବାଲେଶ୍ୱର ଟ୍ରେନ ଦିନକପ ୬ ଥର ଯିବାଆସିବା କଲେ ସୁଦ୍ଧା ଯାତ୍ରୀ ସଂଖ୍ୟାରେ ବୃଦ୍ଧି ହେବ ନାହିଁ । ଏଭଳି କିଛି ଦାବି ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଯୁବ ନେତା ଚନ୍ଦ୍ରଶେଖର ନନ୍ଦ । ଏହାସହ ଗୋପିନାଥପୁର ନୀଳଗିରିରେ ଏକ ରିଜର୍ଭେସନ୍ କାଉଣ୍ଟର ଖୋଲାଯିବା ସହିତ ଗୋପିନାଥପୁର ନୀଳଗିରି ଷ୍ଟେସନରୁ ହାୱଡା ଭାୟା ବାଲେଶ୍ୱର ଏବଂ ଗୋପିନାଥପୁର ନୀଳଗିରିରୁ ପୁରୀ ଭାୟା ବାଲେଶ୍ୱର ରେଳ […]