ଓଡିଶା

ଆଜି ନିଯୁକ୍ତି ପାଇଲେ ୭୧ ହଜାର ଆଶାୟୀ

ଦେଶର ବିକାଶରେ ନୂତନ ଶକ୍ତି ସଂଚାର କରିବା ସହ ଯୁବଶକ୍ତିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ନେଇ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏ ନେଇ ଦେଶବ୍ୟାପୀ ଚାଲିଛି ନିଯୁକ୍ତି ମେଳା । ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ୧୦ଲକ୍ଷ ଆଶାୟୀଙ୍କୁ ଚାକିରି […]