ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଏନ୍ଆଇଏର ହାଲ୍ଲାବୋଲ…
ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ହାଲ୍ଲାବୋଲ ଆରମ୍ଭ କରିଛି ନ୍ୟାସନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ତଥା ଏନ୍ଆଇଏ । ଦେଶର ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ୫୦ରୁ ଅଧିକ ଆଡ୍ଡା ଉପରେ ଏନ୍ଆଇଏ ରେଡ୍ କରିଛି । ଏହାଦ୍ବାରା ଭାରତ ଓ ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡଗ୍ସ ତସ୍କରୀକୁ ମୂଳତ୍ପୋଟ କରିବା ହେଉଛି ଏନ୍ଆଇଏର ଉଦ୍ଦେଶ୍ୟ । ଲରେନ୍ସ ବିଷ୍ଣୋଇ, ନୀରଜ ବବାନାଙ୍କ ସମେତ ଅନେକ ଗ୍ୟାଙ୍ଗଷ୍ଟରଙ୍କ ଆଡ୍ଡାରେ ଚଢାଉ ହୋଇଛି । ଏହାପୂର୍ବରୁ 12 […]