ଓଡିଶା

ସୁସ୍ଥ ସମାଜରେ ଆଜି ବି ଉଜ୍ଜିବୀତ ନ୍ୟୁନ ମାନସିକତା

ଢେଙ୍କାନାଳ, ୧୪/୧୨ (ସୁଜିତ୍ କୁମାର ବେହେରା) : ବାପା ଚାଲିଗଲେ ପରପାରିକୁ । ଗୋଟିଏ ବୋଲି ପୁଅ, ହେଲେ ସେ ବି ଅନ୍ଧ । ସମାଜର କ୍ରୂର ନିୟମ ଭିତରେ ବାପାଙ୍କ ଶେଷ ଯାତ୍ରା ପାଇଁ ମିଳିଲାନି ଚାରି କାନ୍ଧ । ଆଉ ଅସହାୟ ହୋଇପଡିଥିଲେ ପରିବାର ଲୋକ । ଏହାରି ଭିତରେ ଅସହାୟ ପରିବାର ଲୋକଙ୍କ ନିମନ୍ତେ ଦେବଦୂତ ହୋଇ ଆସିଲା ‘ଜନ ମଙ୍ଗଳ’ ସଂଗଠନ ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାହାଲୁଣ୍ଡା ପଞ୍ଚାୟତ ନୂଆପଡ଼ା […]

ଓଡିଶା

ଅସହାୟଙ୍କ ସାଥୀ ତ୍ରିଶକ୍ତି ଫାଉଣ୍ଡେସନ…

ଭୁବନେଶ୍ବର : ଲୁଲି ମଣ୍ଡଳଙ୍କ ପରିବାରକୁ ସହାୟତାର ହାତ ବଢାଇଲା ତ୍ରିଶକ୍ତି ଫାଉଣ୍ଡେସନ । ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ଅକ୍ଷୟ ଦାଶଙ୍କ ନେତୃତ୍ୱ ପୀଡିତ ପରିବାରକୁ ଏକ ମାସର ରାସନ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ମଣ୍ଡପ ବସ୍ତିରେ ରୁହନ୍ତି ଲୁଲି ମଣ୍ଡଳ ଓ ତାଙ୍କ ପରିବାର । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ହସଖୁସିରେ ଚାଲୁଥିଲା ତାଙ୍କ ସଂସାର । ଏକଦା ଲୁଲି ମଣ୍ଡଳ ସେଠାରେ ଥିବା […]