ଓଡିଶା

ନୂଆ ଯୁଗର ଅୟାରମ୍ଭ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ…

ଆଜିଠୁ ଆରମ୍ଭ ହେଲା ମୋହନ ମାଝୀଙ୍କ ଯୁଗ । ଦୀର୍ଘ ୨୪ ବର୍ଷର ନବୀନ ଯୁଗର ଅବସାନ ଘଟାଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶ୍ରୀଯୁକ୍ତ ମୋହନ ମାଝୀ । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା । ବିଜେପିର ଏବି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ […]

ଓଡିଶା

ଗିରିଶ ନା ଧର୍ମେନ୍ଦ୍ର । କିଏ ହେବ ମୁଖ୍ୟମନ୍ତ୍ରୀ…

ରାଜ୍ୟର ଜନାଦେଶ ସର୍ବସମ୍ମୁଖରେ । ପ୍ରଥମଥର ପାଇଁ ଓଡିଶାରେ ବିଜେପି ସ୍ପଷ୍ଟ ବହୁମତ ପାଇ ସରକାର ଗଢିବାକୁ ଯାଉଛି । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ ବିଜେପି ହାତକୁ ଆସିଛି ୭୮ ଟି ଆସନ । ଲୋକସଭାରେ ବି ରେକର୍ଡ ବିଜୟ ହାତେଇଛି ବିଜେପି । ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ ଗାଦିରେ ବସିଥିବା ବିଜେଡି ସରକାର ଏଥର ଲୋକସଭା ଆସନରେ ଗୋଟିଏ ବି ଆସନ ହାତେଇ ପାରିନାହିଁ […]