ନାତି ହେଲା ବଇରୀ, ଟଙ୍କା ପାଇଁ ରଚିଲା ହତ୍ୟା ଯୋଜନା
କଟକ: ଗୃହ ଭେଦୀ ବିଭିଷଣ । ଯାହାକୁ ଭାବିଥିଲେ ନିଜର ସେ ହିଁ ରଚିଲା ମୃତ୍ୟୁର ତାଣ୍ଡବ । ସାମନ୍ୟ ସୁନା ଏବଂ ପଇସା ଲୋଭରେ ସମ୍ପର୍କୀୟ ନାତି ଭୁଲିଗଲା ସ୍ନେହ ପ୍ରେମର ବନ୍ଧନ । ଯିଏ ପାଳି ପୋଷି ବଡ଼ କରିଥିଲେ ଶେଷରେ ତାଙ୍କୁ ହିଁ ଚୋଟ ମାରିଲା । ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି । ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ କଲା ଯୋଜନା […]