ସ୍ବର୍ଣ୍ଣ ଲକ୍ଷ୍ୟରେ ଗୋଲ୍ଡେନ ବଏ ନୀରଜ, ନିରାଶ କଲେ ଓଡିଆ ଆଥଲେଟ୍ କିଶୋର…
ପ୍ୟାରିସ୍ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବଏ ନୀରଜ ଚୋପ୍ରା । ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲରେ ପହଞ୍ଚିଯାଇଛନ୍ତି ନୀରଜ । ଆସନ୍ତକାଲି ଜାଭେଲିନ୍ ଫାଇନାଲ୍ ଅନୁଷ୍ଠିତ ହେବ । ଏଥିରେ ନୀରଜ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶାବାଦୀ ଅଛନ୍ତି ଭାରତୀୟ । ଚଳିତ ସିଜିନରେ ନୀରଜଙ୍କର ଏହା ଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ନୀରଜ ଚଳିତ ବର୍ଷ ୮୮. ୩୬ ମିଟର ଥ୍ରୋ’ କରିଥିଲେ […]