ଦେଶ ବିଦେଶ

ଜମ୍ମୁ-କଶ୍ମୀରର ମଙ୍ଗୁଆଳ ପାଇଁ ଫିଟିଲା ବାଟ, ହଟିଲା ରାଷ୍ଟ୍ରପତି ଶାସନ…

ଜମ୍ମୁ-କଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସରକାର ଶାସନ ଆରମ୍ଭ ହେବା ଲାଗି ବାଟ ଫିଟିଛି । ୨୦୧୭ ଜୁନରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା । ଏହା ପରେ ନୂତନ ସରକାର ଗଠନ ଲାଗି ଓମାର ଅବଦୁଲ୍ଲାଙ୍କ ପାଇଁ ବାଟ ଫିଟିଛି । ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏଠାରେ ନୂତନ […]

ଦେଶ ବିଦେଶ

ମୁସଲମାନ ପ୍ରାଧାନ୍ୟ ଆସନରେ ବିଜେପି ନେତ୍ରୀ ଶଗୁନ୍ ପରିହାର ୱିନ୍…

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ନେତ୍ରୀ ଶଗୁନ୍ ପରିହାର । ଜମ୍ମୁ-କଶ୍ମୀରର କିସ୍ତୱାର ଆସନରୁ ସେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନ୍ୟାଶନାଲ କନଫରେନ୍ସ (ଏନ୍‌ସି) ନେତା ତଥା ଦୁଇ ଥରର ବିଧାୟକ ସଜ୍ଜଦ ଅହମଦ କିଚଲୁଙ୍କୁ ୫୨୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି ଶଗୁନ । ୨୦୧୮ରେ ଶଗୁନଙ୍କ ବାପା ଓ ଦାଦାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଏହାପରେ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲେ । […]