ଓଡିଶା

ପରୀ ହତ୍ୟାକାରୀକୁ ମିଳିଲା ୧୦ ଦିନିଆ ଜାମିନ

କଟକ: ବହୁଚର୍ଚ୍ଚିତ କୁନି ଝିଅ ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ସରୋଜକୁ ହାଇକୋର୍ଟ ୧୦ ଦିନ ପାଇଁ ପ୍ରଦାନ କଲେ ଅନ୍ତରୀଣ ଜାମିନ । ତେବେ ଜାମିନରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ଉଚ୍ଚ ନ୍ୟାୟଳୟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲା ସରୋଜ । ଏହି ସମୟରେ ସେ ନିଜର […]