ଓଡିଶା ଦେଶ ବିଦେଶ

ଛତିଶଗଡ଼ରେ ବଡ ଧରଣର ନକ୍ସଲ ହମଲା । ଓଡିଶାର ୩ ଜିଲ୍ଲାରେ ଆଲର୍ଟ ଜାରି

ଛତିଶଗଡ଼ରେ ବଡ ଧରଣର ନକ୍ସଲ ହମଲା । ଦାନ୍ତେୱାଡ଼ାରେ ହୋଇଛି ବଡ଼ ହମଲା । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି । ମଳିଥିବା ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ । ସେମାନେ ନକ୍ସଲ ବିରୋଧୀ ଅପରେସନରୁ ଅପରାହ୍ନ […]