ଓଡିଶା କଳା ସଂସ୍କୃତି

ଭକ୍ତଙ୍କ ଉପରେ ରହିଛି ମା’ ରତ୍ନେଶ୍ୱରୀଙ୍କ ଅପାର କୃପା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଏକ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ କାହିଁ କେଉଁ ଆବାହମାନ କାଳରୁ ହିନ୍ଦୋଳ ବସଷ୍ଟାଣ୍ଡଠାରୁ ମାତ୍ର ୨ କିଲୋମିଟର ଦୂର ସବୁଜ ବନାନୀ ମଧ୍ୟରେ ପୂଜା ପାଉଛନ୍ତି ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା’ ରତ୍ନେଶ୍ୱରୀ । ମା’ଙ୍କର ଅପାର କୃପା ଲାଭ କରିବାକୁ ପ୍ରତ୍ୟେକ ଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟେ । ଯଦି କୌଣସି ଭକ୍ତ ଶ୍ରଦ୍ଧାରେ ମା’ ରତ୍ନେଶ୍ୱରୀଙ୍କୁ ସ୍ମରଣ କରେ ତେବେ […]

ଓଡିଶା କଳା ସଂସ୍କୃତି

ଦଶହରାରେ ଘୋଡ଼ା ଆରୋହଣ କରି ବୁଲନ୍ତି ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଉଲି ମାଁ…

କୋଟପାଡ଼ : ରୀତିନୀତି ଅନୁଯାୟୀ ପୂଜା ପାଉଛନ୍ତି କୋଟପାଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲି । କୋଟପାଡ଼ରେ ରାଜାରାଜୁଡା ସମୟରୁ ସ୍ଥାପିତ ହୋଇ ରହିଛି ପ୍ରତ୍ୟେକ୍ଷ ଶ୍ରୀ ଶ୍ରୀ ଶ୍ରୀ କନକମଣି ମାଁ ମାଉଲିଙ୍କ ଶକ୍ତିପୀଠ । ବିଶେଷ କରି ଦଶହରା ସମୟରେ ଏହି ପୀଠରେ ଦୂର ଦୁରାନ୍ତରରୁ ହୋଇଥାଏ ଭକ୍ତଙ୍କ ସମାଗମ l ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି କରୁଣାମୟୀ ମାଉଲି ମାଁ l କେଉଁ ଆବାହନ କାଳରୁ […]

ଓଡିଶା କଳା ସଂସ୍କୃତି ଟ୍ରେଣ୍ଟିଂ

ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ

ଶରତ କାଳୀନ ଦୁର୍ଗାପୂଜା ଅବସରରେ ଆଜିଠାରୁ ଆରମ୍ଭ ହେଲା ନବରାତ୍ରୀ ବ୍ରତ । ନବରାତ୍ର ପ୍ରଥମ ଦିବସର ଦେବୀ ହେଉଛନ୍ତି ମାତା ଶୈଳପୁତ୍ରୀ ।ଶରତକାଳୀନ ଦେବୀପୂଜାରେ ବିଶେଷକରି ଏହି ନବରାତ୍ର ବ୍ରତ ବିଧିପୂର୍ବକ କରିବା ଉଚିତ। ସେହିପରି ବସନ୍ତକାଳୀନ ଦେବୀପୂଜା ରେ ଏହି ବ୍ରତକୁ ପ୍ରେମପୂର୍ବକ ପାଳନ କରିବା ଉଚିତ୍,ଏହି ଶରତ ଓ ବସନ୍ତ ନାମକ ଦୁଇଋତୁ ସକଳ ଜୀବଜଗତ ପାଇଁ ଯମଦଂଷ୍ଟ୍ରା ବୋଲି କୁହାଯାଇଛି, (ଯମଦଂଷ୍ଟ୍ରା:= ଋତୁସନ୍ଧି କାଳ, ଯେଉଁ ସମୟରେ ମନୁଷ୍ଯର ବେଶୀ ରୋଗ […]