ଶେଷ ହେଲା ନ୍ୟାସନାଲ ୱେଲ୍ଡିଂ ମିଟ୍-୨୦୨୩ …
ଭୁବନେଶ୍ୱର : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱେଲ୍ଡିଂ(ଆଇଆଇଡବ୍ଲୁ-ଇଣ୍ଡିଆ)ର ଫ୍ଲାଗସିପ୍ କାର୍ଯ୍ୟକ୍ରମ, ନ୍ୟାସନାଲ ୱେଲ୍ଡିଂ ମିଟ୍-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଆଇଆଇଡବ୍ଲୁ-ଇଣ୍ଡିଆ,ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ସହଯୋଗରେ ୟୁସିସିଏଲ୍ ଅଡିଟୋରିୟମ ହଲରେ ୨ଦିନିଆ ଜାତୀୟ ୱେଲ୍ଡିଂ ମିଟ୍-୨୦୨୩ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲର ମେକାନିକାଲ ରକ୍ଷଣାବେକ୍ଷଣ ମୁଖ୍ୟ ଶଙ୍କର ବିଶ୍ୱାସ, ଜାତୀୟ ୱେଲ୍ଡିଂ ମିଟ୍-୨୦୨୩କୁ ଆଇଆଇଡବ୍ଲୁ ଭୁବନେଶ୍ୱର ସେଣ୍ଟରର ଅଧ୍ୟକ୍ଷ ଜ୍ଞାନରଞ୍ଜନ ମହାନ୍ତି, ୟୁସିସିଆଇଏଲର ସଭାପତି […]