ଓଡିଶା

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଜଟଣୀ ୧୮/୧୧ (ପ୍ରଶାନ୍ତ କୁମାର ସାହୁ) : ଜାତୀୟ ପ୍ରେସ ଦିବସ ଅବସରରେ ଉତ୍କଳ ସାମ୍ବାଦିକ ପକ୍ଷରୁ ସ୍ଥାନୀୟ ବନମାଳି ଶତପଥୀ ପାଠାଗାର ପରିସରରେ ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ସଭାରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଣମାଧ୍ୟମ ପ୍ରତିନିଧି ଉମାଶଙ୍କର ମିଶ୍ର ଯୋଗ ଦେଇଥିଲେ । ଜଣେ ସାମ୍ବାଦିକ ଏକ ଧାରରେ ଜଣେ ସ୍ୱେଚ୍ଛାସେବୀ, ଏଣୁ ପ୍ରତ୍ୟେକଙ୍କୁ ଜଣେ ଜଣେ ଯୋଦ୍ଧା ହୋଇ […]