ଓଡିଶାର ବୁଣାକାରଙ୍କ ବିକାଶ କରିବା ଲକ୍ଷ୍ୟରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜି…
ଭୁବନେଶ୍ୱର, (ଏଫ୍ଟୁଏସ୍) : ଓଡ଼ିଶା ହସ୍ତତନ୍ତ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜି ପକ୍ଷରୁ ହୋଟେଲ ଏଚ.ଏଚ.ଆଇରେ ଫ୍ୟାସନ ଶୋ ଆୟୋଜିତ ହୋଇଛି । ଏଥିରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିରୀୟର ଆଣ୍ଡ୍ ଫ୍ୟାସନ ଟେକ୍ନୋଲୋଜିର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବମ୍ୱେ ଓ ଦିଲ୍ଲୀରୁ ଡିଜାଇନରମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ […]